Odisha Link
Bridging the Missing Links in Odisha
Browsing Tag

4 dead

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ୪ ମୃତ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ ଘଟିଛି। ଏଥିରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। କୁଚବେହାର ଜିଲ୍ଲା ମତଭଙ୍ଗରେ ମତଦାନ ବେଳେ ଗୁଳିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଏକାଧିକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ଆକ୍ରମଣ ମଧ୍ୟ କରାଯାଇଛି। ସବୁଠୁ ବଡ଼ କଥା…

ଆରଏସ୍‌ପି ଗ୍ୟାସ ଲିକ୍‌ ଘଟଣା, ୨…

ରାଉରକେଲା: ରାଉରକେଲା ଷ୍ଟିଲପ୍ଲାଣ୍ଟରେ ଗ୍ୟାସ୍ ଲିକ୍‌ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨ ଜଣ ଡିଜିଏମ୍‌ଙ୍କୁ ନିଲମ୍ବିତ କଲେ ରାଉରକେଲା ଷ୍ଟିଲପ୍ଲାଣ୍ଟ୍‌ ସିଇଓ। କୋଲ୍‌ କେମିକାଲ୍‌ ଡିପାର୍ଟମେଣ୍ଟର ଡିଜିଏମ୍‌ ଏନ୍. ଦାସ ନିଲମ୍ବିତ ଏବଂ ଏନର୍ଜି ମ୍ୟାନେଜର ଡିଜିଏମ୍‌ ଜି. ବାରିକ୍‌ ମଧ୍ୟ…

ଆରଏସ୍‌ପି ଗ୍ୟାସ ଲିକ୍, ୪ ମୃତ

ରାଉରକେଲା: ରାଉରକେଲା ଷ୍ଟିଲପ୍ଲାଣ୍ଟରେ ଗ୍ୟାସ ଲିକ୍।  ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା ବେଳେ ଏହା ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଆଉ ଦୁଇ ଜଣ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ…

ଦୁଇ କାର୍ ମୁହାଁମୁହିଁ, ୪ ମୃତ

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ଵରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଭୁବନେଶ୍ଵରର ନାଲକୋ ଛକରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।…

ଅଷ୍ଟ୍ରେଲିଆରେ ବିମାନ ଧକ୍କା; ୪ ମୃତ

ପର୍ଥ: ଆଜି ଦକ୍ଷିଣପୂର୍ବ ଅଷ୍ଟ୍ରେଲିଆର ବିମାନ ବନ୍ଦର ନିକଟରେ ଘଟିଛି ବିମାନ ଦୁର୍ଘଟଣା। ଦୁଇଟି ଛୋଟ ଛୋଟ ବିମାନ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି। ଦୁର୍ଘଟଣା (ଅଷ୍ଟ୍ରେଲିଆ ସମୟ) ସକାଳ…