Odisha Link
Bridging the Missing Links in Odisha
Browsing Tag

4 injured

ରାଜଧାନୀରେ ଫାଟିଲା ଟ୍ରାନ୍ସଫର୍ମର, ୪…

ଭୁବନେଶ୍ଵର: ଭୁବନେଶ୍ୱର ଓମଫେଡ ଛକ ନିକଟରେ ବଡ଼ ଅଘଟଣ। ନିଆଁ ଲାଗିବାରୁ ଫାଟିଲା ଟ୍ରାନ୍ସଫର୍ମର। ଟ୍ରାନ୍ସଫର୍ମର ଫାଟି ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଭୋର ୫ଟା ସମୟରେ ଏଭଳି ଏକ ଅଘଟଣ ଘଟିଛି। ସୁଚନା ମୁତାବକ, ଆଜି ଭୋର ୫ଟା ସମୟରେ…

ସଡ଼କ ଦୁର୍ଘଟଣା: ୧ ମୃତ, ୪ ଗୁରୁତର

ସାଲେପୁର: ନିଶ୍ଚିନ୍ତ କୋଇଲି ଥାନା କଟିକଟା ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟିପ୍ପର ଓ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଯାଜପୁର ଜିଲ୍ଲା ବିଞ୍ଝାରପୁରରୁ ଜଣେ ରୋଗୀଙ୍କୁ ନେଇ ଏକ…

ପୋଡ଼ିହୋଇ ପରିବାରର ୪ ଗୁରୁତର

ଝାରସୁଗୁଡ଼ା: ପୋଡ଼ିହୋଇ ପରିବାରର ୪ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ। ନିଆଁରେ ମା’, ପୁଅ, ବିବାହିତା ଝିଅ ଓ ନାତୁଣୀ ପୋଡ଼ିହୋଇ ଯାଇଛନ୍ତି। ଘର ଭିତରୁ ପୋଲିସ୍‌ ସେମାନଙ୍କୁ ଗୁରୁତର ଭାବରେ ଉଦ୍ଧାର କରି IGHରେ ଭର୍ତ୍ତି କରିଛି। କିପରି ଓ କେଉଁ ପରିସ୍ଥିତିରେ…

ଭୁବନେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,…

ଭୁବନେଶ୍ୱର: ଭୁବନେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଛକ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକାଧିକ ଦୋକାନ ଉପରକୁ ଚଢ଼ିଯାଇଛି ଟ୍ରକ୍‌। ଏକ ପଥର ବୋଝେଇ ଟ୍ରକ୍‌ ଏକାଧିକ ଦୋକାନ ଉପରକୁ ଚଢ଼ିଯାଇ ଓଲଟି ପିଡିଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର…