୪ ନମ୍ବର ମାର୍କେଟ ସିଲ୍
ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ୪ ନମ୍ବର ମାଛ ମାର୍କେଟ ସିଲ୍। ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)। ଆଜି ସପ୍ତାହାନ୍ତ ସଟଡାଉନ୍ ସତ୍ତ୍ବେ ମାର୍କେଟ ଖୋଲା ଥିବାରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍ସି।
କଟକଣା କୋହଳ ହୋଇଥିଲେ ବି କରୋନା…