Odisha Link
Bridging the Missing Links in Odisha
Browsing Tag

5 Arrested

ସିଆରପି ହତ୍ୟାକାଣ୍ଡ ଘଟଣା: ପିସିଆର୍…

ଭୁବନେଶ୍ୱର: ଗତକାଲି ସିଆରପି ଛକରେ ଗାଡ଼ି ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ଦିନ ଦ୍ୱିପହରରେ ଟୁକୁନା ସାହୁ ଓରଫ ଜଟଙ୍କୁ ଆକ୍ରମଣ ଖଣ୍ଡା ଭଳି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ ସୁଧୀର ଓ ସାଗର। ଦୁଇଜଣ ଜଟିଆଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ…

ହରିଣ ଛାଲ ସହ ବଜ୍ରକାପ୍ତା କାତି ଉଦ୍ଧାର,…

ଢେଙ୍କାନାଳ: କପିଳାସ ବନାଞ୍ଚଳରୁ ବଜ୍ରକାପ୍ତା କାତି ସହ ହରିଣ ଛାଲ ଉଦ୍ଧାର କରାଯାଇଛି। ଏନେଇ ଉଦ୍ଧାର କରିଛି ବନ ବିଭାଗ। ଏହି ଘଟଣାରେ ବନ ବିଭାଗ ମୋଟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୪ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ହରିଣ ଛାଲ ସହ ବଜ୍ରକାପ୍ତା କାତି ଚୋରା ଚାଲାଣ ସମ୍ପର୍କରେ…

କନ୍ଧମାଳରୁ ୬୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ…

କନ୍ଧମାଳ: କନ୍ଧମାଳରୁ ୬୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ। କନ୍ଧମାଳ ବାଲିଗୁଡା ଥାନା ମହାସିଙ୍ଗ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଏନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ପୁଲିସ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି।…

ହତ୍ୟା ଧମକ, ୫ ଗିରଫ

ସମ୍ବଲପୁର: ହତ୍ୟା ଧମକ ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଡ୍ରାଇଭର, ଷ୍ଟୋର କିପର ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫଦାରୀ…