Odisha Link
Bridging the Missing Links in Odisha
Browsing Tag

5 dead

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ୫ ଜୀବନ୍ତ…

ପାଟନା: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଶିଶୁ ସମେତ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର କିଶନଗଞ୍ଜ ଜିଲ୍ଲା ସଲାମ କଲୋନୀରେ। ସୂଚନା ମୁତାବକ, ଆଜି ସକାଳେ ସଲାମ କଲୋନୀର ଏକ ଘରେ କୌଣସି କାରଣରୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ, ୧୨…

ଯୋଧପୁର: ରାଜସ୍ଥାନର ଯୋଧପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଏକ ପର୍ଯ୍ୟଟକ ବସ୍ ଓ ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ୧୨ ଜଣ ଆହତଙ୍କ ମଧ୍ୟରୁ ୬ ଜଣ ଶିଶୁ ଥିବା ଜଣାପଡ଼ିଛି। ସମସ୍ତ ମୃତାହତ ବ୍ୟକ୍ତି ଦିଲ୍ଲୀର…

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ…

ପୁଣେ: ପୁଣେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ନିଆଁ।‌ ଇନ୍‌ଷ୍ଟିଚ୍ୟୁଟର ନୂଆ ବିଲଡ଼ିଂ ଟର୍ମିନାଲ -୧ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ୫ ଜଣଙ୍କର ମୃତ୍ୟୁ ନେଇ ସ୍ପଷ୍ଟ କଲେ ପୁଣେ ମେୟର ମୁରଲୀଧର ମୋହଲ। ଆମ ଯବାନ ୫ ଜଣଙ୍କର ମୃତଦେହ ଠାବ କରିଥିବା ନେଇ ମେୟର ସୂଚନା…

ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୫ ମୃତ

ଭାଗଲପୁର: ଗଙ୍ଗା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା। ବିହାରର ଭାଗଲପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଡଙ୍ଗା ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ନାୱଗଛିୟାର ଗୋପାଳପୁର ତୀନଟଙ୍ଗା ଜାହାଜ ଘାଟ ନିକଟରେ ଘଟିଛି ଏହି ଦୁର୍ଘଟଣା। କୁହାଯାଉଛି ଯେ, ଶ୍ରମିକ ଓ କୃଷକମାନେ ଏକ ଘରୋଇ ଡଙ୍ଗାରେ ବସି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ମୃତ

ଅହମ୍ମଦାବାଦ: ଅହମ୍ମଦାବାଦ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁଜୁରାଟ ନାଡିଆଡ଼ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୮ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ଭାରତରେ କରୋନା ନେଲା ୫ ମୁଣ୍ଡ

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ କରୋନା ଭାଇରସ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନ ଜୟପୁରରେ କରୋନା ସଂକ୍ରମିତ ଜଣେ ମହିଳାଙ୍କ ଘଟିଛି। ତେବେ ୬୯ ବର୍ଷୀୟ ମହିଳା ଜଣଙ୍କ ଇଟାଲୀୟ ମହିଳା କରୋନାରେ ସଂକ୍ରମିତ…

କାର୍ ସ୍କର୍ପିଓ ଧକ୍କା, ୫ ମୃତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଆଜି ସକାଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡିଭାଇଡର ଡେଇଁ ରାସ୍ତା ଅପରପାର୍ଶ୍ୱରେ ଯାଉଥିବା ସ୍କର୍ପିଓକୁ ଧକ୍କା ଦେଲା କାର୍। ସେ ସମୟରେ ରାସ୍ତା କାମ କରୁଥିବା ୫ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହୁରି ୨…