Odisha Link
Bridging the Missing Links in Odisha
Browsing Tag

adjourned

ଦିନ ୧୨ଟା ଯାଏଁ ଗୃହ ମୁଲତବି ରଖିଲେ…

ଭୁବନେଶ୍ୱର : ଷଷ୍ଠ ଦିନରେ ମଧ୍ୟ ବିଧାନସଭା ଅଚଳ। ଆଜି ଦିନ ୧୨ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି। ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଯାଏଁ ଗୃହ କାର୍ଯ୍ୟ ମୁଲତବି ରଖିଲେ ବାଚସ୍ପତି । ପ୍ରକାଶ ଯେ, ଧାନ କିଣା ପ୍ରସଙ୍ଗରେ ଆଲୋଚନା ହେଉ। ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବାକୁ ସରକାର ପ୍ରତିଶ୍ରୁତି…

କରୋନା ପାଇଁ ମୁଲତବୀ ହେବନି ସଂସଦ : ମୋଦି

ନୂଆଦିଲ୍ଲୀ : କରୋନା ଭାଇରସ ଯୋଗୁଁ ଗୃହ ମୁଲତବୀ ପ୍ରସ୍ତାବକୁ ଖାରଜ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଗତକାଲି ଲୋକସଭା ସଦସ୍ୟଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଦେଶର ଏହିଭଳି ଭୟାବହ ସ୍ଥିତିରେ ଯଦି ଡାକ୍ତର, ନର୍ସ, ପୋଲିସ, ବିମାନ କର୍ମଚାରୀ, ଗଣାମାଧ୍ୟମ ଯଦି ନିଜ ଦାୟିତ୍ୱ…

ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର : ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ହୋଇଛି। ବିରୋଧୀ ବିଜେପି ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି। ଲଟେରୀ ମାଧ୍ୟମରେ ପ୍ରଶ୍ନ ଚୟନ କରାଯାଉନଥିବା ଏବଂବିଜେପି…

ପୁଣି ବିଧାନସଭା ମୁଲତବି

ଭୁବନେଶ୍ବର: ପୁଣି ମୁଲତବି ହେଲା ବିଧାନସଭା। ଆଜି ବିଧାନସଭା ଆରମ୍ଭରୁ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି। ପରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ ପ୍ରଦର୍ଶନ ଯୋଗୁଁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି। ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ଜୋରଦାର ହଟ୍ଟଗୋଳ…