ସୁପର-୮: ବିଶ୍ବକପ୍ରେ ବଡ଼ ବିପର୍ଯ୍ୟୟ,…
ଓଏଲ୍ ବ୍ୟୁରୋ: ଟି-୨୦ ବିଶ୍ବକପ୍ରେ ବଡ଼ ଓଲଟପାଲଟ। ସୁପର-୮ ମୁକାବିଲାରେ ବିଶ୍ବ କ୍ରିକେଟର ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ। ଚଳିତ ବିଶ୍ବକପ୍ର ୪୮ ତମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତନା। ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୧ ରନ୍ରେ ହରାଇଲା ଆଫଗାନିସ୍ତାନ।…