Odisha Link
Bridging the Missing Links in Odisha
Browsing Tag

AFGANISTAN

ଆଫଗାନିସ୍ତାନରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ: ଆଫଗାନିସ୍ତାନରେ ଭୂମିକମ୍ପ। ଗୁରୁବାର ବିଳମ୍ବିତ ରାତିରେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ଝଟକା ୪.୯ ବୋଲି ସୂଚନା ରହିଛି। ତେବେ ଏଥିରେ କାହାର ପ୍ରାଣହାନୀ ହୋଇନଥିବା ସୂଚନା ରହିଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲାଜିର…

ପାକିସ୍ତାନ ଆମର ଦ୍ଵିତୀୟ ଘର: ତାଲିବାନ

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଫଗାନିସ୍ତାନର ସ୍ଥିତି। ଆଫଗାନିସ୍ତାନ କବ୍‌ଜା କରିବା ପରେ ତାଲିବାନ ଏବେ ସରକାର ଗଠନ କରିବା ଆରମ୍ଭ କରିଛି। ଏସବୁ ମଧ୍ୟରେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି ତାଲିବାନ ପାକିସ୍ତାନକୁ ନିଜର ଦ୍ଵିତୀୟ ଘର ମାନିଥାଏ। ଆଫଗାନିସ୍ତାନର ମାଟି…

ଆଫଗାନିସ୍ତାନରେ ଖୁନ୍ଦି ହୋଇଛନ୍ତି…

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଆତଙ୍କୀ ଗୋଷ୍ଠୀ ତାଲିବାନ ନିଜ କବ୍‌ଜାକୁ ନେବା ପରେ ଆତଙ୍କିତ ବିଶ୍ୱବାସୀ। ବିଶ୍ୱବ୍ୟାପୀ ପୁଣି ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବା ନେଇ ଭୟ ସଞ୍ଚାର ହୋଇଛି। ତେବେ ଆଫଗାନିସ୍ତାନରେ କେବଳ ତାଲିବାନ ଆତଙ୍କୀ ନାହାନ୍ତି। ଦେଶ ଆହୁରି ଅନେକ ଘାତକ ଗୋଷ୍ଠୀର ଚରାଭୂଇଁ ପାଲଟିଛି।…

ଯୌନ ପିଶାଚ ତାଲିବାନୀ, ଶବ ସହ ରଖୁଛନ୍ତି…

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସନ। ଦେଶବ୍ୟାପୀ ଲୋକମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ରାଜଧାନୀ ସହର କାବୁଲରେ ଏବେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି ଜନତା। ଏପରିକି ଲୋକେ ଦେଶ ଛାଡ଼ି ଯାଉଥିବାରୁ ଦେଖିବାକୁ ମିଳିଛି। ଏଥିସହିତ ରାକ୍ଷାସ ପାଲଟି ଯାଇଛନ୍ତି ତାଲିବାନ ଆତଙ୍କବାଦୀ। ରକ୍ତର…

କାବୁଲରୁ ୧୫୦ ଜଣଙ୍କୁ ଉଠାଇ ନେଲେ…

କାବୁଲ: ଆଫଗାନିସ୍ତାନରେ ତାଲିବାନର ବର୍ବରତା। କାବୁଲ ବିମାନବନ୍ଦରରୁ ୧୫୦ ଜଣଙ୍କୁ ଜୋର ଜବରଦସ୍ତି ଉଠାଇନେଲା ତାଲିବାନ। ସେ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ବର୍ତ୍ତମାନ ପ୍ରକାଶପାଇଥିବା ଖବର ଅନୁଯାୟୀ ସମସ୍ତ ଭାରତୀୟ ନାଗରିକ ନିରାପଦରେ ରହିଛନ୍ତି।…

“କାର୍, ହେଲିକପ୍ଟର ଓ ପ୍ରଚୁର…

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁଣିଥରେ ଆରମ୍ଭ ହୋଇଛି ତାଲିବାନ୍‌ ଶାସନ। କାରଣ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଛି ତାଲିବାନ୍। ଅନ୍ୟପଟେ ଦେଶର ଜନତାଙ୍କୁ ଛାଡ଼ି ଦେଶ ଛାଡ଼ି ପଳାଇଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ ସମେତ ବହୁ ମନ୍ତ୍ରୀ। ଦେଶରେ ହାହାକାର ସ୍ଥିତି ଥିବାବେଳେ…

କ୍ରିକେଟ ମହାକୁମ୍ଭ ୨୦୧୯: ସେମିଫାଇନାଲ…

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ୨୦୧୯ର ୩୦ ତମ ମ୍ୟାଚ ପାକିସ୍ତାନ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମୁକାବିଲାରେ ସାଉଥ ଆଫ୍ରିକାକୁ ହରାଇ ପାକିସ୍ତାନ ବିଜୟୀ ହୋଇଛି। ବର୍ତ୍ତମାନ କ୍ରିକେଟ ମହାକୁମ୍ଭର ଦ୍ବାଦଶ ସଂସ୍କରଣର ପ୍ରାୟ ଅଧାରୁ ଅଧିକ ଲିଗ୍‌ ମ୍ୟାଚ ଶେଷ ହୋଇ ସାରିଲାଣି। ତେବେ…