Odisha Link
Bridging the Missing Links in Odisha
Browsing Tag

Alcohol

ମଦ ପିଇବାରେ ଆଗରେ ଓଡ଼ିଶା

ଓଏଲ୍‌ ବ୍ୟୁରୋ: ମଦ୍ୟପାନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏଭଳି ସତର୍କ ବାଣୀ ଆପଣମାନେ ଫିଲ୍ମରେ ଦେଖିଥିବେ ନିଶ୍ଚୟ। ହେଲେ ଏଭଳି ସତର୍କବାଣୀକୁ ଓଡ଼ିଶାର ଜନତାଙ୍କ ଫୁ। ଆମେ ଆପଣଙ୍କୁ ଏଇଥିପାଇଁ ଏଇ କଥା କହୁଛୁ କାରଣ ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିବ ନିଶ୍ଚୟ। କାରଣ…

୪ ଦିନ ମିଳିବନି ମଦ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ ତାରିଖରେ ଅନୁଷ୍ଠିତ ହେବ ପୌର ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏଥିସହିତ ମାର୍ଚ୍ଚ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଡ୍ରାଏ ଡେ' ଘୋଷଣା କରିଛନ୍ତି ରାଜ୍ୟ ସରକାର। ୪ଦିନ ରାଜ୍ୟର ୧୦୬ଟି ସହରାଞ୍ଚଳ ଓ ୩ଟି ମହାନଗର ନିଗମ ଅଞ୍ଚଳରେ ମଦ ବିକ୍ରି ଉପରେ କଟକଣା…

୮୦ ଲିଟର ଦେଶୀ ମଦ ଜବତ କଲା ଅବକାରୀ…

ରାଇରଙ୍ଗପୁର: ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ କଲା ଅବକାରୀ ବିଭାଗ । ତା ସହ ମୋଟ୍ ୨୬୦୦ କିଲୋଗ୍ରାମ ମହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ପିଠାକୁଟୁଣି ଓ ରାଖାସାହି ଗ୍ରାମରୁ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ…

ମଦ ବୋତଲ ସହ ଫଟୋ ପାଇଁ ହଟହଟା ପ୍ରକୃତି…

ଭୁବନେଶ୍ବର: ମଦ ବୋତଲ ସହ ଫଟୋ ଛାଡ଼ି ସୋସିଆଲ୍‌ ମିଡିଆରେ ଟ୍ରଲ୍‌ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଏ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ହ୍ବିସ୍କି ବୋତଲ ଓ ଜଣେ ପୁରୁଷ ବନ୍ଧୁଙ୍କ ସହ ଫେସ୍‌ବୁକ୍‌ରେ ପ୍ରକୃତି ମିଶ୍ରଙ୍କ ଫଟୋକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କର ପ୍ରଶଂସକ। ଆଜି ସଂଧ୍ୟାରେ…

କରୋନା: ହ୍ବାଟ୍‌ସଆପ୍‌ରେ ମିଛ ଖବର ପାଇଁ…

ସାମାନ୍ୟ ଗୋଟିଏ ହ୍ବାଟ୍‌ସଆପ୍‌ ଗୁଜବ ୭୨୮ ପ୍ରାଣ ନେଇଛି। ଘଟଣା ଘଟିଛି ଇରାନରେ। କରୋନାକୁ ନେଇ ସାଧାରଣ ଜନତା ଭୟଭୀତ ଥିବା ବେଳେ ଗୁଜବ ଉପରେ ଭରସା କରି ଏଥିରୁ ରକ୍ଷା ପାଇବା ପାଇଁ ବିଷାକ୍ତ ମିଥାନଲ୍‌ ବା ମିଥାଇଲ ଆଲକହଲ ଇଞ୍ଜେକ୍ସନ୍‌ ନେଇ ସମଗ୍ର ଦେଶରେ ଏଯାବତ୍‌ ୭୨୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।…