ବ୍ରଜରାଜନଗର ଉପନିର୍ବାଚନ: ଅଳକା…
ଓଏଲ ବ୍ୟୁରୋ: ଆଗକୁ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ବିଜେପି ପରେ ବିଜେଡି ମଧ୍ୟ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ।
ଗତକାଲି ଭାରତୀୟ ଜନତା ପାର୍ଟି ପୂର୍ବତନ ବ୍ରଜରାଜନଗର ବିଧାୟିକା…