Odisha Link
Bridging the Missing Links in Odisha
Browsing Tag

Ambulance

ଅଣ୍ଟିଲାନି ଆମ୍ବୁଲାନ୍ସ , ଶବ ବୋହିଲା…

ଓଏଲ୍‌ ବ୍ୟୁରୋ: ସମୟ ଗଡ଼ିବା ସହିତ ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୁଇଟି ଏକ୍ସପ୍ରେସ୍‌ ଧକ୍କା ହେବାରୁ ୭୦ରୁ ଉର୍ଦ୍ଧ୍ବ ଜୀବନ ଚାଲିଯାଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ…

ମିଳିଲାନି ଗାଡ଼ି, ଦେଢ଼ କି.ମି ପୁଅର…

ଓଏଲ୍‌ ବ୍ୟୁରୋ: ଚାଲିଗଲା ପୁଅର ଜୀବନ। ବାପା ଆଖି ଆଗରେ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କଲା ପୁଅ। ହେଲେ ଛାତିର କୋହକୁ ଚାପି ପୁଅର ଶବକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ଖୋଜିଥିଲା ବାପା। ହେଲେ ତାହା ମିଳିଲାନାହିଁ। ଶେଷରେ ନିରୁପାୟ ହୋଇ ଡାକ୍ତରଖାନାରୁ ପୁଅର ଶବକୁ ଦେଢ଼ କିଲୋମିଟର କାନ୍ଧରେ…

୧୦୮ ସହ ମିଶିଲା ୧୦୨ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର: ଏଣିକି ଆମ୍ବୁଲାନ୍ସ ସେବା ପାଇଁ କେବଳ ୧୦୮ ନମ୍ବର। ୧୦୮ ସହ ମିଶିଲା ୧୦୨ ଆମ୍ବୁଲାନ୍ସ ସେବା। ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି। ଏହା ଦ୍ୱାରା ରାଜ୍ୟରେ ପ୍ରତ୍ୟେକ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କର…

କର୍ତ୍ତବ୍ୟକୁ ପ୍ରାଥମିକତା:…

ମଥୁରା: କଥାରେ ଅଛି କର୍ତ୍ତବ୍ୟ ହିଁ ଭଗବାନ। ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ମଥୁରାର ଜଣେ ଆମ୍ବୁଲାନ୍ସ ଡ୍ରାଇଭର। ନିଜ ମା'ଙ୍କ ମୃତ୍ୟୁ ଖବର ପାଇବା ପରେ ମଧ୍ୟ ସେ ବିଚଳିତ ନ ହୋଇ କର୍ତ୍ତବ୍ୟରୁ ନ ଓହରି ପ୍ରଥମେ ନିଜ ଦାୟିତ୍ୱ ସମ୍ପାଦନ କରିଛନ୍ତି। ସୂଚନା…

ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ଏହି ମହାମାରୀ ସମୟରେ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବା ଓ ସୁସ୍ଥ ହେବା ପରେ ଘରକୁ ଆଣିବା ପାଇଁ ଆମ୍ବୁଲାନ୍ସ ଚାଳକମାନେ ନିଜ ଇଚ୍ଛା ମୁତାବକ ଦର କହୁଛନ୍ତି। ଯାହାକୁ…

ଆମ୍ବୁଲାନ୍ସ ଆସିଲାନି , ରେନକୋର୍ଟ…

ପଦ୍ମପୁର: କରୋନା କାଳରେ ପଦାରେ ପଡ଼ିଲା ସ୍ବାସ୍ଥ୍ୟବ୍ୟବସ୍ଥାର ନଗ୍ନ ଚିତ୍ର। ଏପରିକି ରୋଗୀଙ୍କୁ ନେବାକୁ ଆସିଲାନି ଆମ୍ବୁଲାନ୍ସ। ଯାହାରିଫଳରେ ରେନ୍‌ କୋର୍ଟ ପିନ୍ଧି ବାଇକ୍‌ ଯୋଗେ ଡାକ୍ତରଖାନା ଗଲେ କରୋନା ଆକ୍ରାନ୍ତ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଲିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ…

ଲୋକାର୍ପିତ ହେଲା ଆଉ ୮୪ଟି ୧୦୮…

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ୮୪ଟି ନୂଆ ତଥା ଅତିରିକ୍ତ ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଜି ଛକସ୍ଥିତ ପରିବହନ ଭବନ ପରିସରରୁ ଏହାର ଉଦଘାଟନ କରାଯାଇଛି ।…

ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ , ୧…

ପାଲଲହଡା: ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଟ୍ରକକୁ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଆମ୍ବୁଲାନ୍ସ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ରାସ୍ତା କଡ଼ରେ ଛିଡ଼ାହୋଇଥିବା ଟ୍ରକକୁ ଦେଲା ଆମ୍ବୁଲାନ୍ସ। ରୋଗୀ ଆଣିବାକୁ ତେଲକୋଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା…

୩ କରୋନା ରୋଗୀଙ୍କୁ ନେଇ ଆସୁଥିବା…

କଟକ: ଯାଜପୁରରୁ ୩ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ଭୁବନେଶ୍ୱର ଆସୁଥିବା ବେଳେ କଟକ ଠାରେ ଜାତୀୟ ରାଜପଥ ୧୬ ଉପରେ ଓଲଟି ପଡ଼ିଛି ଆମ୍ବୁଲାନ୍ସ। ପାଞ୍ଚଟି ଆମ୍ବୁଲାନ୍ସରେ ପ୍ରାୟ ୧୪ ଜଣ ରୋଗୀ ଆସୁଥିଲେ। ସେଥିରୁ ଗୋଟିଏ ଆମ୍ବୁଲାନ୍ସରେ ଗୋଟିଏ ପରିବାରର ୩ ଜଣ ଆକ୍ରାନ୍ତ ଥିଲେ ଯାହା କଟକ ଠାରେ ଦୁର୍ଘଟଣାର…

ବିଳମ୍ବରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା…

ଅହମଦାବାଦ: ବିଳମ୍ବରେ ଆସିଲା ଆମ୍ବୁଲାନ୍ସ। ଯାହାରି ଫଳରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ହୋଇଛି। ଏମିତି ଘଟଣା ଘଟିଛି ଗୁଜୁରାଟରେ। ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଭାଇଙ୍କ କ୍ଷେତ୍ରରେ ଏହା ହୋଇଛି। ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ବିଜୟ ରୂପାଣୀଙ୍କ ସମ୍ପର୍କୀୟ ଭାଇଙ୍କ…