Odisha Link
Bridging the Missing Links in Odisha
Browsing Tag

Amitabh Bachchan

ଏକାଠି ନଜର ଆସିବେ ରଶ୍ମୀକା ଓ ଅମିତାଭ

ମୁମ୍ବାଇ: ଖୁବ ଶୀଘ୍ର ବଲିଉଡ଼ରେ ପାଦ ଦବାକୁ ଯାଉଛନ୍ତି ଟଲିଉଡ ସୁନ୍ଦରୀ ରଶ୍ମୀକା ମନ୍ଦନା। ସେ ସିନେମା ‘ମିସନ ମଜନୁ’ରେ ନଜର ଆସିବେ। ତେବେ ତାଙ୍କର ପ୍ରଥମ ସିନେମା ରିଲିଜ ହେବା ପୂର୍ବରୁ ଦ୍ୱିତୀୟ ସିନେମା ବି ସାଇନ କରିସାଲେଣି। ଖୁବ ଶୀଘ୍ର ବଲିଉଡର ବିଗବି ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ ଶେଆର…

ଟ୍ରୋଲ୍‌ର ଶିକାର ହେଲେ ବିଗ ବି

ମୁମ୍ବାଇ: ବଲିଉଡର ବିଗ ବି ଟ୍ରୋଲର ଶିକାର ହୋଇଛନ୍ତି। ଅମିତାଭ ବଚ୍ଚନ ସୋଶିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ଏଥିସହିତ ନିଜର ଦିନଚର୍ଯ୍ୟା ବିଷୟରେ ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ସହ ଶେୟାର କରିଥାନ୍ତି। ଅମିତାଭ ନିଜର ଏକ ଫଟୋ ସୋଶିଆଲ ମିଡିଆରେ ଶେୟାର କରି ଏକ କ୍ୟାପ୍‌ସନ ଦେଇଛନ୍ତି ଯେଉଁଥିପାଇଁ…

କଟକରେ ପାଳିତ ହେଲେ ବିଗବିଙ୍କ ଜନ୍ମଦିନ

କଟକ : ଆଜି ବଲିଉଡ ର ସେହେନ୍ସା ଅମିତାଭ ବଚ୍ଚନ ଙ୍କର ୭୮ ତମ ଜନ୍ମଦିନ । କଟକର ଜଣେ ବଡ଼ ଫ୍ୟାନ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । କୋଭିଡ କଟକଣା ପାଇଁ ଏଥର ଟିକିଏ ଫିକା ପଡିଯାଇଥିଲା କିନ୍ତୁ କେକ କାଟିବା ସହ ଉକ୍ତ ଅଞ୍ଚଳକୁ ବେଳୁନ ରେ ସୁସଜ୍ଜିତ କରିଥିଲେ । ସେ ହେଲେ କଟକ ବାଦାମ ବାଡ଼ି ଅଞ୍ଚଳର…

୭୮ ବର୍ଷ ବୟସରେ ପାଦ ରଖିଲେ ବଲିଉଡର ବିଗ…

ନୂଆଦିଲ୍ଳୀ: ଆଜି ବଲିଉଡର ସେହନ ସା ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ୭୮ ବର୍ଷ ବୟସରେ ପାଦ ରଖିଲେ ବଲିଉଡର ବିଗ ବି। ବଲିଉଡକୁ ଏକାଧିକ ସୁପର ଡୁପର ଫିଲ୍ମ ଭେଟି ଦେଇଥିବା ବିଗ ବି ସବୁବେଳେ ଚର୍ଚାରେ ରହିଆସିଛନ୍ତି। ଅମିତାଭ ଏବେ ସୋନି ଟିଭିରେ ଗେମ ରିଏଲିଟି ସୋ କୌନ ବନେଗା କରୋଡପତିର ୧୨ତମ ସିଜିନର ସୁଟିଂରେ…

ସାଉଥ ସିନେମାରେ ନଜର ଆସିବେ ଅମିତାଭ

ନୂଆଦିଲ୍ଲୀ : ବଲିଉଡର ବିଗ ବି ଅମିତାଭ ବଚ୍ଚନ ଖୁବ ଶୀଘ୍ର ସାଉଥ ସିନେମାରେ ନଜର ଆସୁଛନ୍ତି । ତାଙ୍କ ସହ ଦୀପିକା ପାଦୁକୋନ ଓ ସାଉଥ ସୁପରଷ୍ଟାର ପ୍ରଭାସ ମଧ୍ୟ ନଜର ଆସିବେ। ଏହା ସିନେମାଟି ବିଭିନ୍ନ ଭାଷାରେ ରିଲିଜ ହେବ। ତେବେ ସିନେମାର ନାଁଟି ଜଣାପଡ଼ି ନାହିଁ । ତେବେ ବୈଜୟନ୍ତୀ ମୁଭିଜ ଅଲଗା ଅଲଗା…

ଅଙ୍ଗ ଦାନ କରିବେ ବିଗ୍ ବି

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ୍ ବଚ୍ଚନ ଅଙ୍ଗ ଦାନ କରିବେ। ଅଙ୍ଗ ଦାନ କରିବାକୁ ସେ ନିଜେ ଘୋଷଣା କରିଛନ୍ତି। ସୋସିଆଲ୍ ମିଡ଼ିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଅମିତାଭ ବଚ୍ଚନ ଏକ ଟ୍ୱିଟ କରିଛନ୍ତି। ସେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ ପିନ୍ଧିଥିବା କୋଟରେ ଏକ ଛୋଟ ସବୁଜ ରଙ୍ଗର ଫିତା…

ଆଜିଠୁ ପ୍ରସାରିତ ହେବ କେବିସି-୧୨

ମୁମ୍ବାଇ : ବହୁ ଦିନର ଅପେକ୍ଷାର ଅନ୍ତ ଘଟାଇ ଆଜି ଆରମ୍ଭ ହେବ ସୋ କେବିସି-୧୨ । ଏହା ସୋମବାରରୁ ଶୁକ୍ରବାର ପ୍ରସାରିତ ରାତି ୯ଟା ପ୍ରସାରିତ ହେବ । ଏହାକୁ ଆପଣ ସୋନି ଟିଭି ଚ୍ୟାନେଲ କିମ୍ବା ମୋବାଇଲର ଜିଓ ଟିଭି, ଏୟାରଟେଲ ଟିଭିରେଦେଖିପାରିବେ।ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନ ଉପସ୍ଥାପନ କରୁଛନ୍ତି ।…

ସୋସିଆଲ ମିଡିଆରେ ଟ୍ରୋଲ ହେଲେ ବିଗ ବି

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆରେ  ପ୍ରଶଂସକମାନଙ୍କୁ ମାସ୍କ ପିନ୍ଧିବାକୁ ମନେ ପକାଇନ୍ତି । ବର୍ତ୍ତମାନ ସେ ନିଜର ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି , - 'ସୁରକ୍ଷିତ ରୁହ ଏବଂ ସୁରକ୍ଷା ରେ ରୁହ'। ଫଟୋଟିରେ ସେ ଫେସ ସିଲ୍ଡ ପିନ୍ଧିଥିବାର ନଜର…

ଆଲେକ୍ସାରେ ଶୁଭିବ ବିଗ୍‌-ବି ଅମିତାଭଙ୍କ…

ନୂଆଦିଲ୍ଲୀ: ଆଲେକ୍ସାରେ ଶୁଭିବ ବିଗ୍‌-ବିଙ୍କ ସ୍ବର। ବଲିଉଡର ଅଭିନେତା ଅମିତାଭ ବଚ୍ଚନ ଏବେ ଆମାଜନ ସହ ସହଭାଗିତା କରିଛନ୍ତି। ଫଳରେ ଆଲେକ୍ସା ଭାରତରେ ପ୍ରଥମ ଥର ପାଇଁ ଜଣେ ସେଲିବ୍ରିଟିଙ୍କ ଭଏସରେ ଉପଲବ୍ଧ ହେବ। ଆମାଜନ ଇଣ୍ଡିଆ ଅନୁଯାୟୀ, ଭାରତରେ ଗ୍ରାହକମାନେ ଆଲେକ୍ସାରେ ବିଗ୍‌-ବି ଅମିତାଭ ବଚ୍ଚନଙ୍କ…

ଅମିତାଭ ବଚ୍ଚନଙ୍କୁ କରୋନା

ମୁମ୍ବାଇ: ଭାରତୀୟ ସିନେମା ଜଗତର ସୁପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ। ତାଙ୍କର କୋଭିଡ୍-୧୯ ନୁମନା ପରୀକ୍ଷଣ ରିପର୍ଟ ପଜିଟିଭ୍‌ ଆସିଛି ବୋଲି ଅମିତାଭ ନିଜେ ଟ୍ବିଟ୍‌ କରି ଜଣାଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ନାନାବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…