Odisha Link
Bridging the Missing Links in Odisha
Browsing Tag

Anup Sai

ହସ୍ପିଟାଲ୍‌ରେ ଅନୁପ ସାଏ

ଝାରସୁଗୁଡ଼ା: ହସ୍ପିଟାଲ୍‌ରେ ଅନୁପ ସାଏ। କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ଦୁଇମାସ ପାଇଁ ଅନ୍ତରୀଣ ଜାମିନ ଦେଇଛି। ଜାମିନ ମିଳିବା ପରେ ଅନୁପ ସାଏ ଏବେ ବିଳାସପୁରର ଏକ ଘରୋଇ…

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ କଳ୍ପନା ଦାସ ଏବଂ ଝିଅ ବବଲି ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା। ରାୟଗଡ଼ା ଜେଲର ଏନ କେ ଦେହରିଆ ଏନେଇ ସୂଚନା ଦେଇଛନ୍ତି। ପୂର୍ବତନ ବିଧାୟକ ଅନୁପ ସାଏ ଗତକାଲି ଗୁରୁତର ଅସୁସ୍ଥ ହୋଇଥିଲେ। ଗତକାଲି ଅପରାହଣରେ ତାଙ୍କର ଛାତିରେ…

ଡବଲ ମର୍ଡର: ସହଯୋଗ କରୁନାହାନ୍ତି ଅନୁପ…

ରାୟଗଡ଼: ୨୦୧୬ ଡବଲ ମର୍ଡର ମାମଲାରେ ସଂପୃକ୍ତ ଅନୁପ ସାଏ ଏବେ ପୋଲିସର ରିମାଣ୍ଡରେ ଅଛନ୍ତି। ମାଆ-ଝିଅଙ୍କୁ ହତ୍ୟାକାଣ୍ଡ ମାମଲାର ଅଧିକ ତଦନ୍ତ ପାଇଁ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପୋକୁ ରିମାଣ୍ଡରେ ନେଇଛି ରାୟଗଡ଼ ପୋଲିସ। ତଦନ୍ତର ଅଗ୍ରଗତି ନେଇ ରାୟଗଡ଼ ଏସ୍‌ପି ସନ୍ତେଷ ସିଂହ ପ୍ରତିକ୍ରିୟା ଦେଇ…

ଡବଲ ମର୍ଡର ମାମଲା: ଭୁବନେଶ୍ବରରେ ଛତିଶଗଡ…

ଭୁବନେଶ୍ବର : ଡବଲ ମର୍ଡର ମାମଲାର ଖୋଳତାଡ ପାଇଁ ଭୁବନେଶ୍ବରରେ ଛତିଶଗଡ ପୋଲିସ । ଭୁବନେଶ୍ବର ବିମାନବନ୍ଦର କାର୍ଯ୍ୟାଳୟରେ ତଦନ୍ତ କରୁଛନ୍ତି ଛତିଶଗଡ ପୋଲିସର ଜଣେ ଅଧିକାରୀ। ରାୟଗଡରେ କଳ୍ପନା ଦାସ ଏବଂ ତାଙ୍କ ଝିଅଙ୍କୁ ହତ୍ୟା ମାମଲାରେ ତଦନ୍ତ କରୁଥିବା ଜଣାପଡିଛି। ତେବେ ଡବଲ ମର୍ଡର ମାମଲାରେ ଅନୁପ ସାଏ…

କୋର୍ଟରେ ହାଜିର ହେଲେ ଅନୁପ ସାଏ

ରାୟଗଡ: ଡବଲ ମର୍ଡର ମାମଲାରେ ରାୟଗଡ କୋର୍ଟରେ ହାଜର ହେଲେ ଅନୁପ ସାଏ। ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କ ସହ ରାୟଗଡ କୋର୍ଟରେ ଅନୁପ ସାଏଙ୍କ ହାଜର କଲା ପୋଲିସ। ରିମାଣ୍ଡ ଆବେଦନ ଉପରେ ଶୁଣାଣି ପାଇଁ ଦୁହିଁଙ୍କୁ ହାଜର କରାଯାଇଛି। ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ…

ଫିଟୁଛି ଡବଲ ମର୍ଡର ଗୁମର

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ହମିରପୁର ଡବଲ୍‌ ମର୍ଡ଼ର ଘଟଣାରେ ଫିଟୁଛି ନୂଆ ଗୁମର। ହତ୍ୟା ମାମଲାରେ ସମ୍ପୃକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଏବେ ପୁଲିସ୍ କବଜାରେ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ କଳ୍ପନା ଓ ତାଙ୍କ ଝିଅଙ୍କ…

ଅନୁପଙ୍କ ଜାମିନ ଖାରଜ

ରାୟଗଡ଼: ଘାରଜ ହେଲା ଅନୁପ ସାଏଙ୍କ ଜାମିନ ଆବେଦନ। ରାୟଗଡ଼ କୋର୍ଟ ଅଭିଯୁକ୍ତ ଅନୁପ ସାଏଙ୍କ ଜାମିନ ଆବେଦନ ଖାରଜ କଲେ। ଜାମିନ ଖାରଜ ପରେ ଜେଲ ଯିବେ ଅନୁପ ସାଏ। ଡବଲ ମର୍ଡର ମାମଲାରେ ଗିରଫ ହୋଇଛନ୍ତି ଅନୁପ ସାଏ। ବ୍ରଜରାଜନଗରର ମା ଓ ଝିଅ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଅନୁପ।

ଅନୁପଙ୍କୁ ଫାଶି ହେଉ : କଳ୍ପନାଙ୍କ…

ଭୁବନେଶ୍ବର: ମୁହଁ ଖୋଲିଲେ ମୃତ କଳ୍ପନା ଦାସଙ୍କ ସ୍ବାମୀ। କଳ୍ପନାଙ୍କ ସହ ଡିଭୋର୍ସ ହୋଇଥିବା ସୁନୀଲ ଶ୍ରୀବାସ୍ତବଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। କଳ୍ପନା ଜଣେ ଉଚ୍ଛାଭିଳାଷୀ ମହିଳା ଥିଲେ। ବଡ଼ ସ୍ବପ୍ନ ଦେଖିଥିଲେ। ଏନେଇ କଳ୍ପନାଙ୍କ ସ୍ବାମୀ କହିଛନ୍ତି ଯେ, ଆମେ ପ୍ରେମ ବିବାହ କରିଥିଲୁ। ବାହାଘର ପରେ…

କେମିତି, କାହିଁକି ହତ୍ୟା ?

ଭୁବନେଶ୍ୱର: କାହିଁକି ମା’ ଓ ଝିଅଙ୍କୁ ହତ୍ୟା କରିଥିଲେ ପୂର୍ବତନ ବିଧାୟକ ଅନୁପ ସାଏ ? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ରହସ୍ୟ ଉପରୁ ପର୍ଦ୍ଧା ଉଠାଇଛି ଛତିଶଗଡ଼ ପୁଲିସ। ରାୟଗଡ଼ ପୁଲିସର ସୂଚନା ଅନୁଯାୟୀ, ସ୍ୱାମୀ ପରିତ୍ୟକ୍ତା ମହିଳା କଳ୍ପନା ଦାସଙ୍କର ଅନୁପ ସାଏଙ୍କ ସହ ଅନୈତିକ…

ଅନୁପ ନାଁରେ ସଙ୍ଗୀନ ଦଫା

ଭୁବନେଶ୍ବର: ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫଦାରୀ ପରେ ଛତିଶଗଡ ପୋଲିସର ବଡ ସୂଚନା। ଛତିଶଗଡ ପୋଲିସର କହିବା ଅନୁଯାୟୀ ୨୦୧୬ ମସିହାର ମା ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ। ଏବଂ ଏହି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ନେଇ ପୋଲିସ ପ୍ରମାଣ ପାଇଥିବା ସୂଚନା ମିଳିଛି।…