Odisha Link
Bridging the Missing Links in Odisha
Browsing Tag

Aparajita Sadangi

ଉତ୍ତର ପାଇଲେ ଉତ୍ତର ଦେବି: ଅପରାଜିତା

ଭୁବନେଶ୍ବର: ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ ପ୍ରଶ୍ନର ସାଂସଦ ଅପରାଜିତା ଲିଖିତ ପ୍ରତିକ୍ରିୟା ରଖିଛନ୍ତି। ଫେବ୍ରୁଆରୀ ୧୫ ତାରିଖରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଥିଲି। ଏନେଇ ରାଜ୍ୟ ସରକାରଙ୍କ ଠାରୁ ଉତ୍ତର ପାଇବାକୁ ଅପେକ୍ଷା କରିଛି। ମୋ ୫ଟି ପ୍ରଶ୍ନର ଉତ୍ତର ପାଇବା ପରେ ସବୁ ପ୍ରଶ୍ନର ଉତ୍ତର…

ସମୟ ଆସିଲେ କହିବି: ଅପରାଜିତା

ଭୁବନେଶ୍ବର: ସାଂସଦ ଅପରାଜିତା ଓ ଅନୁଭବଙ୍କ ଭିତରେ ଟ୍ୱିଟ ଯୁଦ୍ଧ ଦେଖିବାକୁ ମିଳିଛି। ବାଇ-ଲ ପ୍ରସଙ୍ଗକୁ ନେଇ ଦୁଇ ନେତା ଏବେ ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି। ଆଜି ବାଇ-ଲ ପ୍ରସଙ୍ଗକୁ ନେଇ ବିଜେଡି ନେତାମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଏହାପରେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି…

ପୋଷ୍ଟର ଲଗାଯିବା ଉପରେ ପ୍ରତିକ୍ରିୟା…

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ନିଖୋଜ ନେଇ ପୋଷ୍ଟରମରା ଘଟଣା ଏବେ ନୂଆ ମୋଡ଼ ନେଇଛି। ପୋଷ୍ଟର ମାରିଥିବା ଦୁଇ ଜଣ ସାଂସଦ ଅପରାଜିତାଙ୍କ ଅତି ଘନିଷ୍ଠ ବୋଲି ସୂଚନା ମିଳିଛି। ସବୁଠାରୁ ବଡ଼ କଥା ହେଉଛି ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ସାଂସଦଙ୍କ ପିଏ। ଧନେଶ୍ୱର ବାରିକ ଅପରାଜିତାଙ୍କ ପିଏ ହୋଇଥିବା ବେଳେ…

ପ୍ରତିଶ୍ରୁତି ରଖିଲେନି ଡ଼ିଜିପି:…

ଭୁବନେଶ୍ବର: ନ୍ୟାୟ ପ୍ରଦାନରେ ଓଡ଼ିଶା ର‍୍ୟାଙ୍କ୍‌ ତଳକୁ ଖସିବା ପ୍ରସଙ୍ଗରେ ଟ୍ବିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ କିଛି ବର୍ଷର ନିର୍ଦ୍ଦିଷ୍ଟ ହତ୍ୟା ମାମଲାକୁ ନେଇ ଡିଜିପିଙ୍କ ସହ କଥା ହୋଇଥିଲେ। ସେହି ସବୁ ମାମଲାର ଷ୍ଟାଟସ୍‌ ରିପୋର୍ଟ ପାଇଁ ଡିଜିପିଙ୍କୁ…

ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ…

ଭୁବନେଶ୍ବର: ଅନ୍ନପୂର୍ଣ୍ଣା ଯୋଜନାରେ ଖାଦ୍ୟ ମାଗଣା ନୁହେଁ ବୋଲି ହକିଲେ ସାଂସଦ ଅପରାଜିତା ସଂଷଙ୍ଗୀ। ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ ଦିଆଯିବ। ଏହା ବିଏମ୍‌ସିର କଟକଣା ଭିତରେ ଆସୁ ନାହିଁ। ସୂଚନାଯୋଗ୍ୟ ଯେ, ଗତ କାଲି ବିନାନୁମତିରେ ମାଗଣା ଖାଦ୍ୟ ବଣ୍ଟନକୁ ବାରଣ କରିଥିଲା ବିଏମ୍‌ସି। ଏହି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ବର : ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସେ ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। https://twitter.com/AprajitaSarangi/status/1328698634146222081 ସାଂସଦ…

କଂଗ୍ରେସ ଦଳ ବିଛିନ୍ନତାବାଦୀଙ୍କୁ…

ଭୂବନେଶ୍ୱର: ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ ଉଚ୍ଛେଦ କରାଗଲା। ଏହା ଦ୍ୱାରା ଜାମ୍ମୁ ଓ କାଶ୍ମୀର ଏବଂ ଲଦ୍ଦାଖ ପୃଥକ ଭାବେ କେନ୍ଦ୍ରଶାସିତ ରାଜ୍ୟର ମାନ୍ୟତା…

ନାହିଁ ନାହିଁରେ ବାଲେଶ୍ବର: ଅପରାଜିତା

ଭୁବନେଶ୍ବର: ବାଲେଶ୍ବରରେ ନିର୍ବାଚନ ପ୍ରଚାର ସହ ଅପରାଜିତା ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରେସମିଟ୍‌ ମଧ୍ୟ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ବାଲେଶ୍ବର ପାଇଁ ସରକାରଙ୍କର କୌଣସି ଭିଜନ ଡକ୍ୟୁମେଣ୍ଟ ନାହିଁ। ଗାନ୍ଧି ସ୍ମୃତି ଭବନ…

କୋଭିଡ୍‌ ନିୟମ‌ ଉଲ୍ଲଘଂନ: ଉମାଙ୍କୁ…

ଭୁବନେଶ୍ୱର: କୋଭିଡ୍‌ ନିୟମ‌ ଉଲ୍ଲଘଂନ ନେଇ ରାଜନୌତିକ ମାହୋଲ୍ ଏବେ ସରଗରମ। କରୋନା ନିୟମ ଭଙ୍ଗିବା ନେଇ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ବ‌ଡ଼ ବୟାନ ଦେଇଛନ୍ତି। ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ କରୋନା ନିୟମ ଭଙ୍ଗିବା ଘଟଣାରେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ ଉମାଙ୍କୁ କ୍ଲିନ ଚିଟ ଦେଇଛନ୍ତି। ସେ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ…

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଚିଠି ସହ କରୋନା କଟକଣା ଉଲ୍ଲଘଂନ ସମ୍ପର୍କିତ ଦସ୍ତାବିଜ ମଧ୍ୟ ପଠାଇଛନ୍ତି । ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ପଠାଇ ଅପରାଜିତା ଷଡ଼ଙ୍ଗୀ ଉକ୍ତ ଚିଠି ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…