Odisha Link
Bridging the Missing Links in Odisha
Browsing Tag

april 1st

କାଲିଠୁ ମହଙ୍ଗା ହେବ ଏହି ସବୁ ଜିନିଷ,…

ନୂଆଦିଲ୍ଲୀ: କାଲିଠୁ ମହଙ୍ଗା ମାଡ଼। କାଲିଠୁ ନୂଆ ଆର୍ଥୀକ ବର୍ଷ ଆରମ୍ଭ ହେବା ସହ ବିଭିନ୍ନ ସାମଗ୍ରୀର ଦରଦାମ୍‌ ମଧ୍ୟ ବୃଦ୍ଧିପାଇବ। ଦୈନନ୍ଦିନ ସାମଗ୍ରୀ ଉପରେ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଯାନବାହନ: ଏପ୍ରିଲ ପହିଲାରୁ କାର୍‌ ଏବଂ ବାଇକ୍‌ ମୂଲ୍ୟରେ ବୃଦ୍ଧି ଘଟିବ। ମାରୁତି ସୁଜୁକି ସମେତ ନିସାନ ଏବଂ…

ଅପ୍ରେଲ ପହିଲାରୁ ଶିକ୍ଷକଙ୍କୁ ଟିକାକରଣ

ଭୁବନେଶ୍ବର: ଅପ୍ରେଲ ପହିଲାରୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦିଆଯିବ କୋଭିଡ୍ ଟିକା। ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର…

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: ପୁଣି ନିଜର କାୟା ବିସ୍ତାର କଲାଣି ମହାମାରୀ କରୋନା। ଦେଶରେ ପୁଣି କରୋନା ସଂକ୍ରମଣ ହାର ଦିନୁ ଦିନ ବଢ଼ିବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବେ ପୁଣି ଚିନ୍ତାଜନକ ହୋଇ ପଡିଛି। ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏନେଇ ଆଜି ଟିକାକରଣ…

ଏପ୍ରିଲ ପହିଲାରୁ ଅଚଳ ହୋଇଯିବ ଏସବୁ…

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ପହିଲାରୁ ଅଚଳ ହୋଇଯିବ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଚେକବୁକ୍। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଦେନା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ବିଜୟା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଓ ଆଲ୍ଲାହାବାଦ…

ଘଣ୍ଟା ଅନୁସାରେ ଦେବାକୁ ପଡ଼ିବ ପାର୍କିଂ…

ଭୁବନେଶ୍ୱର: ଏବେ ଘଣ୍ଟା ଅନୁସାରେ ଦେବାକୁ ପଡ଼ିବ ପାର୍କିଂ ଫି'। ଭୁବନେଶ୍ବରରେ ଲାଗୁ ହେବ ନୂଆ ଦରରେ ପାର୍କିଂ ଫି’। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ। ବିଏମ୍‌ସି କର୍ତ୍ତୃପକ୍ଷ ୩୨ ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି। ଟେଣ୍ଡର ଦସ୍ତାବିଜ ଅନୁସାରେ, ଯେ କୌଣସି…