ସଲ୍ମାନଙ୍କ ଦୁଇ ଭାଇଙ୍କ ନାମରେ ମାମଲା…
ମୁମ୍ବାଇ: ବଲିଉଡ଼ ଅଭିନେତା ସଲମାନଙ୍କ ଦୁଇ ଭାଇ ଅରବାଜ ଖାନ୍ ଏବଂ ସୋହେଲ ଖାନ୍ଙ୍କ ବିରୋଧରେ ବିଏମ୍ସି ଏକ ମାମଲା ରୁଜୁ କରିଛି। କରୋନା କଟକଣାର ନିୟମ ଭାଙ୍ଗିବା ଅଭିଯୋଗରେ ଉଭୟଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି।
ସୂଚନା ଅନୁସାରେ , ଡିସେମ୍ବର ୨୫ରେ ଅର୍ବାଜ୍, ସୋହେଲ ଓ ନିର୍ବାଣ ଦୁବାଇରୁ…