ରଣଜୀ ଡେବ୍ୟୁରେ ଶତକୀୟ ଇନିଂସ ଖେଳିଲେ…
ଓଏଲ୍ ବ୍ୟୁରୋ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଡେବ୍ୟୁରେ ଖେଳିଲେ ଶାନଦାର ପାରି । ଗୋଆ ପକ୍ଷରୁ ଡେବ୍ୟୁ କରି ରାଜସ୍ଥାନ ବିପକ୍ଷରେ ଶତକୀୟ ଇନିଂସ ଖେଳିଛନ୍ତି ଅର୍ଜୁନ ତେନ୍ଦୁଲକର । ସଚିନ ତେନ୍ଦୁଲକର ୩୪ ବର୍ଷ ତଳେ ରଣଜୀ ଡେବ୍ୟୁ କରି ଶତକୀୟ ଇନିଂସ ଖେଳିଥିଲେ ।…