Odisha Link
Bridging the Missing Links in Odisha
Browsing Tag

Arrow Attack

ଫାଣ୍ଡି ଅଧିକାରୀଙ୍କ ଉପରକୁ ତୀର ମାଡ଼

ରାଉରକେଲା: ଫାଣ୍ଡି ଅଧିକରୀଙ୍କୁ ତୀର ମାଡ଼। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରେ। ଆଜି ଅବାଧ ମଦ ବେପାର ଚଢ଼ଉ ବେଳେ ଫାଣ୍ଡି ଅଧିକରୀଙ୍କ ଉପରକୁ ତୀର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଫାଣ୍ଡି ଅଧିକରୀଙ୍କ ନାଁ ଏ.କେ ବେହେରା ବୋଲି ଜଣାପଡିଛି। ସୂଚନା ମୁତାବକ, ଟେନ୍‌ସା ଜିରୋ…

ତୀର ମାଡ଼ରେ ଚାଲିଗଲା ଜୀବନ

ମୟୂରଭଞ୍ଜ: ଗୋରୁମହିଷାଣୀ ଥାନା କୁକୁଡ଼ିମୁଣ୍ଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ବିବାଦରୁ ଜଣେ ଯୁବକଙ୍କ ତୀରମାଡ଼ରେ ଅନ୍ୟ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକ ହେଲେ ସମରା ହେହୁରୀ। ତୀର ମାଡ଼ କରିଥିବା ଅଭିଯୁକ୍ତ ଛୋଟରାୟ ଦେହୁରୀ ଫେରାର ହୋଇଯାଇଥିବା ଜଣାଯାଇଛି। ପ୍ରକାଶ ଯେ, ସମରା ଓ…

ତୀରମାରି ହାତୀକୁ ହତ୍ୟା

ରାଉରକେଲା: ରାଉରକେଲା ବନଖଣ୍ଡର ବିଶ୍ରା ଫରେଷ୍ଟ ରେଞ୍ଜର ଚିତାପେଡ଼ି ପଞ୍ଚାୟତ କୁଦାହୁଡ଼ଙ୍ଗ ଗ୍ରାମ ଜଙ୍ଗଲରୁ ଆଜି ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ହାତୀଟିକୁ ତୀରମାରି ହତ୍ୟା କରାଯାଇଥିବା ଜଣାପଡିଛି। ମୃତ ହାତୀ ଶରୀରରେ ବିଭିନ୍ନ ସ୍ଥାନର କ୍ଷତ ଚିହ୍ନ…

କମେଣ୍ଟ ମରାକୁ କେନ୍ଦ୍ରକରି ତୀରମାଡ

ଢେଙ୍କାନାଳ: ଢ଼େଙ୍କାନାଳ ତୁମୁସିଂହା ଥାନା ଆମ୍ବଖୋଲ କାଟେଣୀ ଗାଁରେ ଘଟିଛି  ଅଭାବନୀୟ ଘଟଣା। ଗୁରୁତର ବିମଳ ଦେହୁରୀଙ୍କୁ ପ୍ରଥମେ ଅଅଁଳାବେରେଣୀ ଡାକ୍ତରଖାନା ଓ ପରେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି । ସେଠାରେ ଅପରେସନ ପରେ ତାଙ୍କ ଗୋଡ଼ରୁ ତୀର ବାହାରକରାଯାଇଛି ।…