Odisha Link
Bridging the Missing Links in Odisha
Browsing Tag

Article 370

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ବୈଧ:…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଧାରା ୩୭୦ ଉଚ୍ଛେଦ ଉପରେ ଐତିହାସିକ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ସୁପ୍ରିମ ମୋହର। ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବୈଧ କହିଲେ ସୁପ୍ରିମକୋର୍ଟ। ଧାରା ଉଚ୍ଛେଦ…

‘କ୍ଷମତାକୁ ଆସିଲେ ଧାରା ୩୭୦ ଉପରେ…

ନୂଆଦିଲ୍ଲୀ: ବିବାଦରେ କଂଗ୍ରେସର ମହାସଚିବ ଦିଗବିଜୟ ସିଂହ। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଦିଗବିଜୟ ସିଂହଙ୍କ ଏକ ଅଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଅଡିଓ କ୍ଲିପଟି କ୍ଲବ ହାଉସ ଚାଟର। ଯେଉଁଥିରେ ଦିଗବିଜୟ ସିଂହ ଧାରା ୩୭୦ କୁ ନେଇ…

କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କୁ ସହୟତା…

ଡାଭୋସ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ-କାଶ୍ମୀର କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଅଧୀନକୁ ଆସିଛି। ଯାହା ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଭାରତର ଏଭଳି ଶକ୍ତ ପଦକ୍ଷେପ ପରେ କାଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଆମେରିକା…

୩୭୦ ଧାରା ଉଚ୍ଛେଦର ସଚେତନତା ପାଇଁ…

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ମଧ୍ୟ ସେଠାରେ ଜାରି ରହିଛି କଟକଣା। ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରବାସୀ ପାଉଥିବା ସ୍ୱତନ୍ତ୍ର ସୁବିଧା ସୁଯୋଗ ଏବେ ଆଉ ନାହିଁ।ଲୋକଙ୍କ ମନରେ ଧାରା ୩୭୦କୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱ ଦୂର କରିବା ସହ ଏହି ସମ୍ପର୍କରେ ସଚେତନତା କରିବା ପାଇଁ…

ଇଣ୍ଟରନେଟ୍‌ ସେବାରେ ଲଗାତାର କଟକଣା…

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍‌ ସେବା ଉପରେ ବାରମ୍ବାର ପ୍ରତିବନ୍ଧକ ଲଗାଯାଇଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଇଣ୍ଟରନେଟ ସେବା ଜନସାଧାରଣଙ୍କର ମୌଳିକ ଅଧିକାର। କେବଳ ସୀମିତ ସମୟ ପାଇଁ…

ଆମେରିକା ସାଂସଦଙ୍କ ୩୭୦ ଧାରା ଉଚ୍ଛେଦକୁ…

ୱାଶିଂଟନ : ଆମେରିକାର ଜଣେ ସାଂସଦ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ନେଇ ସମର୍ଥନ କରିଛନ୍ତି। ଏହା ଦ୍ବାରା ଜମ୍ମୁ-କାଶ୍ମୀରର ଆର୍ଥିକ ଅଭିବୃଦ୍ଧି ହେବା ସହିତ ଦୁର୍ନିତୀ, ଭ୍ରଷ୍ଟାଚାର ଇତ୍ୟାଦିରେ ଆକୁଂଶ ଲାଗି ପାରିବ ବୋଲି ସେ କହିଛନ୍ତି। ଦକ୍ଷିଣ କ୍ୟାରୋଲିନାର ରିପବ୍ଲିକାନର ଏହି ସାଂସଦ ଭାରତର…

ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ବଦଳିଲା…

ନୂଆଦିଲ୍ଲୀ: ଭାରତ ପ୍ରତି ଧିରେ ଧିରେ ବଦଳୁଛି ଚାଇନାର ଆଭିମୁଖ୍ୟ। ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଚାଇନା ଭାରତ ପ୍ରତି କୋହଳ ମନୋଭାବ ଦେଖାଇଛି। ଅପରପକ୍ଷେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଚାଇନା ନିଜର ମିତ୍ର ରାଷ୍ଟ୍ର ପାକିସ୍ତାନକୁ ଭର୍ତ୍ସନା କରିଛି। ପୂର୍ବରୁ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ…

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: ପାକିସ୍ତାନ…

ଇସଲାମବାଦ: ଭାରତର ନିଷ୍ପତ୍ତିରେ ପାକିସ୍ତାନ ଛାନିଆ। ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିଯିବା ପରେ ପାକିସ୍ତାନରେ ଝଡ଼। ପାଗଳ ପରି ହେଉଛି ପାକିସ୍ତାନ। ଏଥିସହିତ ପାକିସ୍ତାନ ସଂସଦରେ ଧାରା ୩୭୦ର ଉଚ୍ଛେଦକୁ ନେଇ ଝଡ଼ ସୃଷ୍ଟି ହୋଇଛି। ପାକିସ୍ତାନ ସଂସଦରେ ଧାରା-୩୭୦ ଉଚ୍ଛେଦକୁ ନେଇ ବିତର୍କ ଚାଲି ଥିବାବେଳେ…

ମୋହର ମାରିଲେ ରାଷ୍ଟ୍ରପତି, ଧାରା ୩୭୦…

ନୂଆଦିଲ୍ଳୀ: ଆଜି ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ ଉପରେ ମୋହର ମାରିଲେ ରାଷ୍ଟ୍ରପତି। ଆଜିଠାରୁ ଉଛେଦ ହେବ ଧାରା ୩୭୦ ଏବଂ ଲାଗୁ ହେବ ନୂଆ ଆଇନ। ଧାରା ୩୭୦ ଉଚ୍ଛେଦ ପାଇଁ ରାଷ୍ଟ୍ରପତିଙ୍କ ମୋହର ଲାଗିବା ପରେ ଏବେ ବିଧିବଦ୍ଧ ଭାବେ ଜମ୍ମୁକାଶ୍ମୀର ଓ ଲଦାଖ ଅଲଗା ହୋଇଯାଇଛି। ଜମ୍ମୁ କଶ୍ମୀର ରାଜ୍ୟକୁ ୨ଟି…

ଧାରା ୩୭୦ ଉଚ୍ଛେଦ ପାଇଁ ବର୍ଷେ ତଳୁ…

ନୂଆଦିଲ୍ଲୀ: ୫ ଅଗଷ୍ଟ ୨୦୧୯ ଭାରତ ପାଇଁ ଏକ ଐତିହାସିକ ଦିବସ। କାରଣ ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଧାରା ୩୭୦କୁ ଉଚ୍ଛେଦ କରିଥିଲେ ସରକାର। ଏଥିସହିତ ଜମ୍ମୁ-କଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ କରାଯିବ। ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ…