Odisha Link
Bridging the Missing Links in Odisha
Browsing Tag

Arun Bothra

ସରୋଜର କାରାନାମା ନେଇ ଜାଣିଥିଲେ ପରିବାର…

ନୟାଗଡ: ସରୋଜାର କାରାନାମା ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ ବୋଲି କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପରିବାରର କେହି ଜଣେ ସଦସ୍ୟ ଜାଣିଥିଲେ। ପରିବାରର କେହି ନା କେହି ଏହା ସମ୍ପର୍କରେ ଜାଣିଛନ୍ତି ବୋଲି କହିଲେ ବୋଥ୍ରା। ଏହାସହ ସେ…

ପରୀକୁ ମାରିବା ପରେ ଧର୍ଷଣ କରିଛି ସରୋଜ…

ଭୁବନେଶ୍ବର: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଅପରାଧୀ ଗିରଫ ହୋଇଥିବା ବେଳେ ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନା କରିଛନ୍ତି ସ୍ବତନ୍ତ୍ର ତଦନ୍ତକାରୀ ଦଳ (SIT) ମୁଖ୍ୟ ଅରୁଣ ବୋଥ୍ରା। ନୟାଗଡ଼ ଥାନା ଯଦୁପୁର କାଁର +୩ ଛାତ୍ର ସରୋଜ ସେଠୀ ପରୀକୁ ପ୍ରଥମେ ପରୀକୁ…

ଯଥେଷ୍ଟ ପ୍ରମାଣ ମିଳିବା ପରେ…

ନୟାଗଡ଼: ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି। ବୋଥ୍ରା ସ୍ପଷ୍ଟ କରିଛନ୍ତି, ଗତ ୧୦ ଦିନ ମଧ୍ୟରେ ବହୁବାର ପଚରାଉଚରା ପରେ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। କେବଳ…

‘ପରୀ’ ମୃତ୍ୟୁ ମାମଲା: ୨ ସପ୍ତାହ ସମୟ…

ଭୁବନେଶ୍ବର: ‘ପରୀ’ ମୃତ୍ୟୁ ଘଟଣାର ତଦନ୍ତ କରୁଛି ଏସଆଇଟି। ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା। ଏହାରି ଭିତରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜର ପ୍ରତିକ୍ରିୟା ରଖିଛନ୍ତି। ଅରୁଣ ବୋଥ୍ରା ନିଜର…

ପରୀ ଘରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା

ନୟାଗଡ଼: ପରୀ ଘରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନିମନ୍ତେ ଗଠନ ହୋଇଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ପରୀ ଘରେ। ମଙ୍ଗଳବାର ଦିନ ଅପରାହ୍ଣରେ ବୋଥ୍ରା ନୟାଗଡ଼ରେ ପହଞ୍ଚି ପରୀ ହତ୍ୟା ଘଟଣାର ତଦନ୍ତ କରିଛନ୍ତି। ଅରୁଣ…

କାଲିଠୁ ୮ଟି ରୁଟ୍‌ରେ ଚାଲିବ ‘ମୋ…

ଭୁବନେଶ୍ବର: ଏଣିକି ପୂର୍ବ ପରି ସବୁ ଦିନ ଚଳଚଳ କରିବ 'ମୋ ବସ୍'। ଏନେଇ କ୍ରୁଟ‌ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଅଧିକ ଡିମାଣ୍ଡ ଥିବା ୮ ଗୋଟି ରୁଟ୍‌ରେ ଚଳାଚଳ କରିବ 'ମୋ ବସ୍'। ରୁଟ୍‌ ନମ୍ବର ୧୧, ୧୬, ୧୮, ୨୦,୨୩, ୨୪,୨୫, ୩୩ରେ 'ମୋ…

କରୋନା ନାୟକ: ରାଜସ୍ଥାନରୁ ମୁମ୍ବାଇରେ…

ଭୁବନେଶ୍ବର: କରୋନାର କରାଳ ଛାୟା ସାରା ବିଶ୍ବକୁ କବଳିତ କରି ରଖିଥିବା ବେଳେ ଭାରତରେ ଲକ୍‌ଡାଉନ୍‌ କାରଣରୁ ଜନଜୀବନ ଏକ ପ୍ରକାର ସ୍ଥାଣୁ ପାଲଟିଯାଇଛି। ଏଭଳି ଏକ ସମୟରେ ବ୍ୟକ୍ତିଗତ ଆଗ୍ରହ ଯୋଗୁଁ ଜଣେ ମୁମ୍ବାଇର ଜଣେ ଅଟିଷ୍ଟିକ୍‌ ଶିଶୁ ପାଇଁ ସୁଦୂର ରାଜସ୍ଥାନରୁ ଓଟ କ୍ଷୀର ପହଞ୍ଚାଇବାରେ…

ବକେୟା ବିଲ୍‌ ପୈଠକୁ ନେଇ ଅରୁଣ…

ଭୁବନେଶ୍ବର: ବକେୟା ବିଲ୍‌ ପୈଠକୁ ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍। ବକେୟା ବିଲ୍‌ ପୈଠ ପାଇଁ ୧୦ ଦିନ ସମୟ ଦେଲା ସେସୁ। ପ୍ରେସମିଟ୍‌ରେ ବୋଥ୍ରା ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ ଖିଲାପକାରୀଙ୍କ ବିଦ୍ୟୁତ କାଟ ହେବନି। ଏହି ସମୟ ମଧ୍ୟରେ ବକେୟା ବିଲ୍‌…

ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ୍‌ କଲେ…

ବଲାଙ୍ଗୀର : ପୁଣିଥରେ ଚର୍ଚ୍ଚାକୁ ଆସିଛି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା। ଏହି ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ଏବେ ଟାର୍ଗେଟ୍‌ କରିଛନ୍ତି ଅରୁଣ ବୋଥ୍ରାଙ୍କୁ। ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରାଙ୍କୁ ଆଇନଗତ ନୋଟିସ୍‌ ପଠାଇଛନ୍ତି ପୁଞ୍ଜିଲାଲଙ୍କ ପତ୍ନୀ ସୌଦାମିନୀ…

୧୧,୩୯୭ ଗାଁରେ କଟିବ ଲାଇନ୍

ଭୁବନେଶ୍ବର: ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ଆଜି ବକେୟା ବିଦ୍ୟୁତ୍‌ ବିଲକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା। ସେ କହିଛନ୍ତି ଯେ, ଜାନୁଆରୀ ୧୦ସୁଦ୍ଧା ବକେୟା ବିଦ୍ୟୁତ ଦେୟ ପଇଠ କରିବାକୁ କହିଛନ୍ତି। ଯିଏ ବିଦ୍ୟୁତ୍‌ ବିଲ ପଇଠ କରିବ ନାହିଁ ଜାନୁଆରୀ ୧୬ରୁ…