ବିନା ମାଟିରେ ଚାଷ କରୁଛନ୍ତି ଆଶିଷ,…
ଭୁବନେଶ୍ବର: ଜଗତସିଂହପୁରର ୨୯ ବର୍ଷୀୟ ଯୁବକ ଆଶିଷ ମହାନ୍ତି। ରାଜ୍ୟରେ ପ୍ରଥମଥର ପାଇଁ ବିନା ମାଟିରେ ଚାଷ କରି ସ୍ବତନ୍ତ୍ରତା ହାସଲ କରିଛନ୍ତି। ଏମିତି ଚାଷ କରି ‘ଲିଫ୍ ଭେଜିଟେବୁଲ୍’ ଉତ୍ପାଦନ ଆରମ୍ଭ କରିଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ଆତ୍ମନିର୍ଭଶୀଳ ହେବାକୁ ପ୍ରେରଣା…