Odisha Link
Bridging the Missing Links in Odisha
Browsing Tag

ASI

କେତେ ସୁରକ୍ଷିତ ରତ୍ନଭଣ୍ଡାର? ପ୍ରଥମ ଦିନ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ। ପ୍ରଥମ ଦିନରେ ଅମୁହାଁ ଦେଉଳର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ଶେଷ ହୋଇଛି। କାଲି ବାହାର କାନ୍ଥର ଲେଜର ସ୍କାନିଂ ହେବ। ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ…

ନବ ଦାସଙ୍କୁ ଗୁଳି କରିଛନ୍ତି ASI ଗୋପାଳ…

ଓଏଲ୍‌ ବ୍ୟୁରୋ: ବିଜେଡିର ଟାଣୁଆ ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ତାଙ୍କ ଛାତି ତଳକୁ ଗୁଳି ବାଜିଛି ବୋଲି ଜଣାପଡ଼ିଛି। ଜଣେ ଦୁର୍ବୃତ୍ତ ପୁଲିସ ବେଶରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି…

ମାଗଣାରେ ବୁଲିବେ ଐତିହାସିକ ସ୍ଥଳ

ଓଏଲ୍ ବ୍ୟୁରୋ: ବିଶ୍ୱ ଐତିହାସିକ ସପ୍ତାହ ଅବସରରେ ଏଏସଆଇ ଦେଇଛି ପର୍ଯ୍ୟଟକଙ୍କ ପାଇଁ ଭେଟି। ଆଜି ପାଇଁ ଟିକେଟ ମୁକ୍ତ ହେଲା ପର୍ଯ୍ୟଟକ ସ୍ଥଳ। ଏଏସଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପାଇଁ ଟିକେଟ ମୁକ୍ତ କରାଯାଇଛି। ଯାହାଦ୍ୱାରା ଆଜି ତାଜମହଲ ସମେତ ଦେଶରେ ଥିବା ସମସ୍ତ ଏଏସଆଇ ଅଧୀନରେ ଐତିହ୍ୟ…

ପୁରୀରେ ହେବ ଏଏସଆଇର ମୁଖ୍ୟ କାର୍ଯ୍ୟାଳୟ,…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ହେବ ସଂରକ୍ଷଣ। ଏହାର ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ। ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ତର୍କ ବିତର୍କ ଲାଗିଥିବା ବେଳେ ଏବେ ବିବାଦ ଆହୁରି ବଢ଼ିଛି। ସାମ୍ନାକୁ ଆସିଛି ଏମିତି କିଛି ତଥ୍ୟ ଯାହା ଚମକାଇ ଦେଲାଭଳି ଖବର। କାରଣ ଆଜି ହାଇକୋର୍ଟରେ ପ୍ରତ୍ନତତ୍ତ୍ବ ବିଭାଗ କହିଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ…

ବଦଳିବ ଇତିହାସ! ହଳଦୀଘାଟରୁ ମହାରଣା…

ନୂଆଦିଲ୍ଲୀ: ବଦଳିବ ଇତିହାସ। ବଦଳିବ ପାଠ୍ୟ ପୁସ୍ତକରେ ଥିବା ତଥ୍ୟ। ହଳଦୀ ଘାଟ ଯୁଦ୍ଧକୁ ନେଇ ପଢ଼ାଯାଉଥିବା ବହିରେ ଉଲ୍ଲେଖ ଥିବା କିଛି ତଥ୍ୟ ଖୁବଶୀଘ୍ର ବଦଳିବାକୁ ଯାଉଛି। ଆଜି ପର୍ଯ୍ୟନ୍ତ ହଳଦୀ ଘାଟ ଯୁଦ୍ଧରେ ମହାରଣା ପ୍ରତାପଙ୍କ ସେନା ପଛକୁ ଫେରିଥିଲେ ବୋଲି ଏପର୍ଯ୍ୟନ୍ତ ଇତିହାସ ପାଠ୍ୟ ପୁସ୍ତକରେ…

ଆଜିଠୁ କୋଣାର୍କ ସମେତ ଏଏସଆଇ ନିୟନ୍ତ୍ରିତ…

ଭୁବନେଣ୍ବର: ଆଜି ଆଜିଠୁ କୋଣାର୍କ, ରାଜାରାଣୀ ଆଦି ପର୍ଯ୍ୟଟନ ସ୍ଥଳ ବନ୍ଦ। କରୋନା ସଂକ୍ରମଣ ଯୋଗୁଁ ସମସ୍ତ କୀର୍ତିରାଜିକୁ ବନ୍ଦ କଲା ଏଏସଆଇ। ଆସନ୍ତା ମେ ୧୫ ତାରିଖ ଯାଏଁ ବନ୍ଦ ରହିବ ଦେଶର ସମସ୍ତ ଏଏସଆଇ ନିୟନ୍ତ୍ରିତ କାର୍ତିରାଜୀ, ସାଇଟ୍ ଓ ମ୍ୟୁଜିଅମ୍। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା…

ନିଲମ୍ବିତ ହେଲେ ASI

ପୁରୀ: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏଏସଆଇ ନିଲମ୍ବିତ। ପୁରୀ ଜିଲ୍ଲା ତାଳବଣିଆ ଏଏସଆଇ ଲକ୍ଷ୍ମଣ ସରନ୍ ନିଲମ୍ବିତ ହୋଇଛନ୍ତି। ପୁରୀ ଏସପି କନୱର ବିଶାଲ ସିଂ ଲକ୍ଷ୍ମଣଙ୍କୁ ନିଲମ୍ବିତ କରିଛନ୍ତି। ଗ୍ରୀଡକୋ ଛକରେ କର୍ତ୍ତବ୍ୟରେ ଅବହେଳା କରିଥିବା ଲକ୍ଷ୍ମଣଙ୍କ ନାମରେ ଅଭିଯୋଗ ଆସିଥିଲା। ଏସପିଙ୍କ…

କୀର୍ତ୍ତିରାଜି ବୁଲି ଦେଖିଲେ ଏଏସଆଇ ଟିମ୍

ଭୁବନେଶ୍ବର: ପୁରୁଣା ଭୁବନେଶ୍ବରରେ କୀର୍ତ୍ତିରାଜି ବୁଲି ଦେଖିଲେ ଏସଆଇ ଟିମ୍। ଯୁଗ୍ମ ନିର୍ଦ୍ଦେଶକ ସଞ୍ଜୟ ମଞ୍ଜୁଲ, ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ ବୁଲି ଦେଖିଛନ୍ତି।  ତାଙ୍କ ସହ ଟିମର ସଦସ୍ୟ ଶୁକଶାରୀ,ପାପନାସିନୀ,ସହସ୍ର ମହାଦେବ ମଧ୍ୟ ମନ୍ଦିର ପରି ଦର୍ଶନ କରିଛନ୍ତି ।

ଧଉଳି ଥାନା ଏଏସ୍‌ଆଇ ଗିରଫ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ପଡ଼ିଲେ ଧଉଳି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ତୋଫାନ୍‌ ଗୁରୁ। ସେ ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ି ଥିଲେ।  ତାଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି…