Odisha Link
Bridging the Missing Links in Odisha
Browsing Tag

ASSEMBLEY

ସେପ୍ଟେମ୍ବର ୧ରୁ ବିଧାନସଭା ମୌସୁମୀ…

ଭୁବନେଶ୍ବର: କରୋନା କାଳରେ ଅନୁଷ୍ଠିତ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବିକ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ମୌସୁମି ଅଧିବେଶନ। ଏହା ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ସମୟରେ ପୂରା କୋଭିଡ୍ ଗାଇଡ୍‌ଲାଇନ୍‌ ପାଳନ…

ଗୃହରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ…

ଭୁବନେଶ୍ବର: ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ। ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି। ମଣ୍ଡି ସମସ୍ୟା ପାଇଁ ସେ ଆତ୍ମହତ୍ୟାର ଧମକ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ବିଧାୟକ କହିଛନ୍ତି। ଦୀର୍ଘଦିନ ହେବ ମଣ୍ଡିରେ ଧାନ…

ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ହୋଇଛି…

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ଡିଏମଏଫ ଅର୍ଥ ଖର୍ଚ୍ଚ। ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁୁଗୁଡ଼ା। ଡିଏମଏଫ ଅର୍ଥ ଖର୍ଚ୍ଚ ନେଇ ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ ବେହେରା କହିଛନ୍ତି ,…

ପରୀ ମୃତ୍ୟୁ ମାମଲା, ରୁଲିଂ ଦେଲେ…

ନୟାଗଡ଼: ନୟାଗଡ଼ର ପରୀ ମୃତ୍ୟୁ ମାମଲାରେ ରୁଲିଂ ଦେଲେ ବାଚସ୍ପତି। କାଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି। ୪ଟି ପ୍ରସଙ୍ଗରେ ବିବୃତି ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାରେ ପରୀ ମୃତ୍ୟୁ ମାମଲାରେ ବିରୋଧୀ ଦଳମାନେ ୪ଟି ପ୍ରସଙ୍ଗ ଉଠାଇଛନ୍ତି।…

ବିଧାନସଭା: ୨୭ରେ ବିଧାୟକଙ୍କ କରୋନା…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଏହା ଭିତରେ ଓଡ଼ିଶାରେ ବିଧାନସଭା ଆରମ୍ଭ ହେବାକୁ ନିଷ୍ପତି ନିଆଯାଇଛି। ତେବେ ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ। ବିଧାୟକଙ୍କ ସହ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ କରୋନା…

ରାଜସ୍ଥାନ ରାଜନୀତି: ଅଗଷ୍ଟ ୧୪ରୁ…

ଜୟପୁର: ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ହଟଚମଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଆଶ୍ବସ୍ତି। ଗେହଲଟ ସରକାରଙ୍କ ତିନୋଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡାକିବାକୁ ରାଜି ହୋଇଛନ୍ତି। ରାଜ୍ୟପାଳ କାଲରାଜ…

ମଧ୍ୟପ୍ରଦେଶ: ରାତି ଅଧିଆ ଇସ୍ତଫା ଦେଲେ…

ଭୋପାଲ: ସାରା ଦେଶ କରୋନା ଭାଇରସର ମୁକାବିଲା କରୁଥିବା ବେଳେ ମଧ୍ୟପ୍ରଦେଶରେ ପୁଣିଥରେ କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି। ଗତକାଲି ରାତିରେ ବିଜେପିର ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କ୍ଷମତାକୁ ଆସିବା ପରେ ହିଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ସକ୍ରିୟ ହୋଇ ଆଜି ବିଧାନସଭା…

ମହାରାଷ୍ଟ୍ର: ମୁସଲିମ୍‌ଙ୍କୁ ଶିକ୍ଷା…

ମୁମ୍ବାଇ: ମୁସଲମାନ ମାନଙ୍କ ପାଇଁ ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନ ମାନଙ୍କରେ ୫% ସଂରକ୍ଷଣ ପ୍ରଦାନ କରାଯିବ। ଏନେଇ ଏକ ନୂତନ ବିଲ୍ ଖୁବ ଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ମହା ବିକାଶ ଆଘାଡି ମେଣ୍ଟ ସରକାରର ଜଣେ ମନ୍ତ୍ରୀ ଆଜି କହିଛନ୍ତି। ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ…

ଲଜ୍‌ ପତ ରାୟ ଡିଏଭି ପବ୍ଳିକ୍‌ ସ୍କୁଲର…

ଭୁବନେଶ୍ୱର : ଲଜ୍‌ ପତ୍‌ ରାୟ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଗଣ୍ଡର ପୁର, କଟକର ଛାତ୍ରଛାତ୍ରୀମାନେ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ସେମାନଙ୍କ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ସହିତ ସେମାନେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସାକ୍ଷାତ କରିଥିଲେ । ବାଚସ୍ପତି ଡ. ପାତ୍ର ସେମାନଙ୍କୁ…

ଆନ୍ଧ୍ର ସରକାର ଆଣିଲେ ଦିଶା ବିଲ୍, କଣ…

ହାଇଦ୍ରାବାଦ: ଆନ୍ଧ୍ର ସରକାର ଆଣିଲେ ଦିଶା ବିଲ୍। ଆଜି ଆନ୍ଧ୍ରପ୍ରଦେଶ ବିଧାନସଭାରେ ଦିଶା ବିଲ୍‌ ୨୦୧୯ ପାରିତ ହୋଇଛି। ଏହି ଦିଶା ବିଲ୍‌ ବା ଆନ୍ଧ୍ରପ୍ରଦେଶ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆକ୍ଟ ୨୦୧୯ ଜରିଆରେ ଦୁଷ୍କର୍ମକାରୀମାନଙ୍କୁ ୨୧ ଦିନ ମଧ୍ୟରେ ଫାଶୀ ଦଣ୍ଡ ଦିଆଯିବ। ଏହା ପୂର୍ବରୁ ମହିଳା ଏବଂ ଶିଶୁ…