Odisha Link
Bridging the Missing Links in Odisha
Browsing Tag

ATM loot

ଏଟିଏମରୁ ୩୪ଲକ୍ଷ ଟଙ୍କା ହଡ଼ପ

ରାଉରକେଲା: ଏଟିଏମରୁ ୩୪ଲକ୍ଷ ଟଙ୍କା ହଡ଼ପ। ବ୍ୟାଙ୍କ ଏଟିଏମର ପାସୱାର୍ଡ ସଂଗ୍ରହ କରି ୪ଟି ବ୍ୟାଙ୍କ ଏଟିଏମରୁ ୩୪ଲକ୍ଷ ଟଙ୍କା ହଡ଼ପ ହୋଇଛି। ଏହି ଅଭିଯୋଗରେ ରାଉରକେଲା ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଘରୋଇ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି।…

ବନ୍ଧୁକ ଦେଖାଇ ଲୁଟି ନେଲେ ୨୧ ଲକ୍ଷ…

ସୁବର୍ଣ୍ଣପୁର: ବନ୍ଧୁକ ଦେଖାଇ ଲୁଟି ନେଲେ ୨୧ ଲକ୍ଷ ଟଙ୍କା। ଏହି ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲାର ବାଘଲପୁର ଛକ ନିକଟରେ ଘଟିଛି।ପ୍ରକାଶ ଯେ, ଆଜି ଜଣେ ବ୍ୟାଙ୍କ କର୍ମଚାରୀ ଏଟିଏମ୍‌ରେ ଟଙ୍କା ଭରିବାକୁ ଯିବା ବେଳେ ଏହି ଘଟଣାଟି ଘଟିଥିଲା। ୩ ବାଇକରେ ଆସିଥିବା ୬ ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି…

ଏଟିଏମ ଭାଙ୍ଗି ଟଙ୍କା ଲୁଟ

ବାଲେଶ୍ୱର: ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ଜାମଶୁଳି ଛକସ୍ଥିତ ଏଟିଏମରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟ କରିଥିବା ନେଇ ଆଜି ଅଭିଯୋଗ ହୋଇଛି। ଜାମଶୁଳି ଛକସ୍ଥିତ ଟାଟା ଇଣ୍ଡିକ୍ୟାସ ଏଟିଏମ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟ କରିଛନ୍ତି। କେତେ ଟଙ୍କା ଲୁଟ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା…

ଏଟିଏମ୍‌ରେ କଳାକନା ବୁଲାଇଲେ ଲୁଟେରା

ବାଲେଶ୍ବର: ବାଲେଶ୍ବରେ ଦିନକୁ ଦିନ ଦୁର୍ବୃତ୍ତମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ବିଳମ୍ବିତ ରାତିରେ ଦୁଇଟି ଏଟିଏମ୍‌ ଲୁଟ ଉଦ୍ୟମ କରୁଥିଲେ ଲୁଟେରା। ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ପାଖର ସ୍ଥିତ ହିଟାଚି ଏଟିଏମ୍‌କୁ ଭାଙ୍ଗି ସବୁ ଟଙ୍କା ଲୁଟି ନେବା ପରେ ବାଗୁଡ଼ିସ୍ଥିତ ଏକ୍ସିସ୍‌…

ଗ୍ୟାସ କଟରରେ ଏଟିଏମ୍‌ କାଟି ଲୁଟ୍

ଭୁବନେଶ୍ବର :ଭୁବନେଶ୍ବରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରି । ଲୁଟେରା ଗ୍ୟାସ୍ କଟର ସହାୟତାରେ ଏଟିଏମ ସଟର କାଟି ଟଙ୍କା ଲୁଟ୍ କରିଛନ୍ତି। ଗତକାଲି ବିଲମ୍ୱିତ ରାତିରେ ପଟିଆ ଷ୍ଟେସନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ସୂଚନା ଅନୁସାରେ…

ବାରଙ୍ଗ ଅଞ୍ଚଳରେ ଏଟିଏମ୍ ଲୁଟ୍‌ ଉଦ୍ୟମ

ବାରଙ୍ଗ: ପଟିଆ କାନନବିହାର ଫେଜ-୨ରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ରୁ ଚୋରି ଉଦ୍ୟମ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଏଟିଏମ୍‌ ଭିତରକୁ କିଛି ଲୋକ ଟଙ୍କା ଉଠାଇବାକୁ ଯାଇଥିଲେ। ସେତେବେଳେ କିଛି ଏଟିଏମ୍‌ କାଉଣ୍ଟର ଭିତରେ ଥିବା…

ଏଟିଏମ୍ ଲୁଟ୍‌ରେ ବିଫଳ ହେଲେ ଦୁର୍ବୃତ୍ତ

କାମାକ୍ଷାନଗର: ଏଟିଏମ୍ ଲୁଟ୍‌ରେ ବିଫଳ ହୋଇ ଏଟିଏମ୍ ମେସିନ୍ ଭାଙ୍ଗିଲେ ଦୁର୍ବୃତ୍ତ। କାମାକ୍ଷାନଗର ମହାବୀର ବଜାର ସ୍ଥିତ କାନାରା ବ୍ୟାଙ୍କରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌ରୁ ଲୁଟ୍ ଉଦ୍ୟମ କରିଥିଲେ । ଲୁଟ୍‌ରେ ବିଫଳ ହେବା କାରଣରୁ ଏଟିଏମ୍ ମେସିନ୍‌କୁ ଭାଙ୍ଗି ଦେଇଛନ୍ତି…

ଆନ୍ଧ୍ର ବ୍ୟାଙ୍କ୍‌ ଏଟିଏମ୍‌ ଭାଙ୍ଗି…

ନବରଙ୍ଗପୁର: ପାପଡ଼ାହାଣ୍ଡି ଗାଁ ମଝି ଦେଇ ଭବାନୀପାଟଣାକୁ ପଡ଼ିଥିବା ରାସ୍ତା ପାଖରେ ଆନ୍ଧ୍ର ବ୍ୟାଙ୍କ୍‌ର ଗୋଟାଏ ଏଟିଏମ୍‌ କିଓସ୍କର ସଟର୍‌ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଆଜି ସକାଳୁ ସ୍ଥାନୀୟ ଲୋକେ ଏଟିଏମ୍‌ର ସଟର୍‌ ତଡ଼ା ଯାଇଥିବା ଦେଖି ପୁଲିସକୁ ସୂଚନା…

ଏଟିଏମ୍‌ରୁ ଲୁଟ୍ ଉଦ୍ୟମ କଲେ ଦୁର୍ବୃତ୍ତ

ଭଣ୍ଡାରିପୋଖରୀ: ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମରୁ ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଛି। ଏଟିଏମ ମେସିନର ସମ୍ମୁଖ ଭାଗଟି ଭାଙ୍ଗିବା ସହ ସିସିଟିଭି ଓ ଲାଇଟ୍ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି । ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି…

ଏସବିଆଇ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍

ଯାଜପୁର: ଯାଜପୁର ସହର ଅମ୍ବିକାଇ ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଟଙ୍କା ଲୁଟ୍ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ବ୍ୟାଙ୍କ କର୍ମଚାରୀ ଟଙ୍କା ଭରିଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ କେହି ଅସାମାଜିକ ଲୋକ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟି ନେଇଥିବା…