Odisha Link
Bridging the Missing Links in Odisha
Browsing Tag

baby elephant

ପାଣିରେ ବୁଡ଼ି ହାତୀଛୁଆ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବନଖଣ୍ଡ ଅଞ୍ଚଳରେ ପାଣିରେ ବୁଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ଆଜି ସକାଳେ ହେମଗିର ବନଖଣ୍ଡର ବାଘୋରା ସେକ୍ସନ ଖଜୁରବାହାଲ ଗାଁର ଚାଷ ଜମି ନିକଟରେ ଥିବା ଏକ ଗାଡ଼ିଆରେ ହାତୀ ଛୁଆ ପାଣିରେ ବୁଡ଼ିଯିବାରୁ ତାର ମୃତ୍ୟୁ ଘଟିଛି। ଉକ୍ତ ଛୁଆ ହାତୀର ବୟସ ପ୍ରାୟ ଏକ ମାସ…

କେନ୍ଦୁଝରରେ ଛୁଆ ହାତୀର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝରରେ ଛୁଆ ହାତୀର ମୃତ୍ୟୁ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତଠାରେ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଛୁଆ ହାତୀର ମୃତଦେହ ମିଳିବା ଖବର ପାଇ ଏବେ ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ପହଞ୍ଚି ମୃତ୍ୟୁ ପଛର କାରଣ ଖୋଜିବା ଆରମ୍ଭ କରିଛି। ମୃତ ଛୁଆ ହାତୀର ବୟସ…