Odisha Link
Bridging the Missing Links in Odisha
Browsing Tag

bail

ଆକାଶ ପାଠକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଆକାଶ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ବୈଦ୍ୟନାଥପୁର ଥାନାରେ ହୋଇଥିବା ଏହି ମାମଲାରେ ଜାମିନ ମିଳିଛି। କିନ୍ତୁ ଏବେ ସେ ଜେଲ୍‌ରୁ ମୁକୁଳି ପାରିବେ ନାହିଁ। ଏହାପୂର୍ବରୁ ଜୁନ୍‌ ୧୮ ତାରିଖରେ ଜେଲରୁ ମୁକୁଳିଥିଲେ…

ପର୍ଲ ଭି ପୁରୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଅଭିନେତା ପର୍ଲ ଭି ପୁରୀଙ୍କୁ ମିଳିଲା ଜାମିନ। ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜୁନ୍ ୪ ରେ ଗିରଫ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଜାମିନ ମିଳିଛି। ଗିରଫ ପରେ ପର୍ଲ ଭିଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପୂର୍ବରୁ ତାଙ୍କର ଜାମିନ ଆବେଦନ ଖାରଜ କରାଯାଇଥିଲା।…

ପାଠକ ବାପ ପୁଅଙ୍କୁ ମିଳିଲା ଜାମିନ,…

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପାଠକ ବାପପୁଅଙ୍କୁ ମିଳିଲା ଜାମିନ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗରେ IFS ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ ମିଳିଛିl ତେବେ ଅନ୍ୟ ମାମଲା ବିଚାରାଧୀନ…

୩ଟି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ…

କଟକ: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସାମାନ୍ୟ ଆଶ୍ବସ୍ତି। ହାଇକୋର୍ଟରୁ ତିନିଟି ମାମଲାରେ ବିଧାୟକଙ୍କୁ ମିଳିଛି ଜାମିନ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନରେ ରୁଜୁ ତିନିଟି ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ। ଏଥିସହିତ ୧୪ ଲକ୍ଷ ଟଙ୍କା ଜମା କରି ଜାମିନରେ ଯିବେ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ ମିଳିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ୫ ଲକ୍ଷ ଟଙ୍କାର ନଗଦ ଜମା ସହ ୨ ଜଣ ଜାମିନଦାରଙ୍କ ବଦଳରେ ପ୍ରଦୀପଙ୍କୁ ଜାମିନ ମିଳିଛି। ୨୪…

ଟୁଲ୍‌କିଟ୍‌ ମାମଲା: ଦିଶା ରବିଙ୍କୁ…

ନୂଆଦିଲ୍ଲୀ: ଟୁଲ୍‌କିଟ୍‌ ମାମଲାରେ ଦିଲ୍ଲୀର ପଟିଆଲା ହାଉସ୍‌ ହାଇକୋର୍ଟଙ୍କ ସ୍ୱତନ୍ତ୍ର ଅଦାଲତ ୨୧ ବର୍ଷୀୟ ପର୍ଯ୍ୟାବରଣ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ଜାମିନ୍‌କୁ ମଞ୍ଜୁର‌ କରିଛନ୍ତି। ଅଦାଲତ ଶନିବାର ଦୁଇ ପକ୍ଷର ଯୁକ୍ତିକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ଅତିରିକ୍ତ ଦୈରା ଜର୍ଜ…

ଜାମିନ୍ ପାଇଁ ହାଇକୋର୍ଟ ଗଲେ ଆକାଶ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆକାଶ ବର୍ତ୍ତମାନ କ୍ରାଇମବ୍ରାଞ୍ଚର ୫ ଦିନିଆ ରିମାଣ୍ଡରେ ଅଛନ୍ତି। ଟାଟା ମୋଟର୍ସରେ ଜାଲିଆତି ନିଯୁକ୍ତି ନେଇ ଆକାଶଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ।…

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ…

କଟକ: ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ଗିରଫ ହୋଇଥିବା ବେଳେ ଗତ ୭ ତାରିଖ ଭୁବନେଶ୍ବରର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଆଜି ଆଉ ଥରେ…

ଆଜି ପ୍ରଦୀପଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର: ଆଜି ପ୍ରଦୀପଙ୍କ ଜାମିନ ଆବେଦନ ଶୁଣାଣି। ଅର୍ଥ ଠକେଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପଙ୍କ ଜାମିନ ଆବେଦନ ଉପରେ ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଙ୍କ କୋର୍ଟରେ ଶୁଣାଣି ହେବ। ପୂର୍ବରୁ ଜାମିନ ପାଇଁ ପ୍ରଦୀପ ଏସ୍‌ଡିଜେଏମ୍‌ଙ୍କ…

ଭାରତୀ ଓ ହର୍ଷଙ୍କ ଜାମିନ୍ ଖାରଜ ପାଇଁ…

ନୂଆଦିଲ୍ଲୀ: କମେଡି କୁଇନ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ୱଚିଆଙ୍କ ଜାମିନ୍ ଖାରଜ ପାଇଁ ଅପିଲ୍ କରିଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ଏନଡିପିଏସର ସ୍ପେଶାଲ କୋର୍ଟରେ ଜାମିନ୍ ଖାରଜ ପାଇଁ ଏନସିବି ଦ୍ୱାରସ୍ଥ ହୋଇଛି। ତଳ କୋର୍ଟର ଜାମିନ୍ ଆବେଦନ ସଂଶୋଧନ ହେଲେ ପଚରା…