Odisha Link
Bridging the Missing Links in Odisha
Browsing Tag

Bajranga Punia

ବଜରଙ୍ଗ ପୁନିଆ ଆହତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ଆହତ। ଯାହାଫଳରେ ସେ ବିଶ୍ବ କୁସ୍ତି ଚମ୍ପିଆନଶିପ୍‌ରୁ ଓହରିଛନ୍ତି। ଟୋକିଓ ଅଲିମ୍ପିକ୍‌ ପୂର୍ବରୁ ଋଷରେ ହୋଇଥିବା କୁସ୍ତି ପ୍ରତିଯୋଗିତାରେ ବଜରଙ୍ଗଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ସେ ୬ ସପ୍ତାହ ବିଶ୍ରାମ ନେଇଥିଲେ।…

ବଜରଙ୍ଗ ପୁନିଆଙ୍କୁ ମିଳିବ ରାଜୀବ ଗାନ୍ଧି…

ନୂଆଦିଲ୍ଲୀ: ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ମିଳିବ ଖେଳ ରତ୍ନ ପୁରସ୍କାର। ପୁନିଆଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ୨୫ ବର୍ଷୀୟ ବଜରଙ୍ଗ ରେସଲିଂରେ ଲଗାତାର ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯିବ।…