Odisha Link
Bridging the Missing Links in Odisha
Browsing Tag

Balangir

ପରମ୍ପରାକୁ ନେଇ ରକ୍ତରଞ୍ଜିତ ଶୁଲିଆ ପୀଠ

ଓଏଲ୍‌ ବ୍ୟୁରୋ : ପୁଣି ବଳି ପଡିଲେ ହଜାର ହଜାର ପଶୁପକ୍ଷୀ। ପରମ୍ପରାକୁ ବଜାଇ ରଖିଲେ ବଲାଙ୍ଗିରର ଆଦିବାସୀ। ବଲାଙ୍ଗୀର ଦେଓଗାଁ ଖାଇରଗୁଡା ଶୁଲିଆ ପୀଠରେ ପଡିଛି ବଳି। ପୁଲିସ ଉପସ୍ଥିତ ସତ୍ୱେ ବି ପଶୁପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହୋଇଛି ପୀଠ। ବର୍ଷ ବର୍ଷ ଧରି ଏହି ଶୁଲିଆ ପୀଠରେ ବଳି ପଡିଆସୁଥିବା…

ରାଜେନ୍ଦ୍ର ୟୁନିଭର୍ସିଟିରେ ଭଙ୍ଗାରୁଜା

ବଲାଙ୍ଗିର: ବାଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିରେ ୟୁନିଭର୍ସିଟିରେ ପ୍ଲାଟିନମ୍ ଜୁବଲି ଗେଟରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଗେଟରେ ଲାଗିଥିବା ଲୋଗୋ, ମାନଚିତ୍ର ସହ ସାଜସଜ୍ଜା ଜିନିଷକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଭଳି ଭଙ୍ଗାରୁଜା କରି ଫେରାର…

ପୋଖରୀରେ ବୁଡ଼ି ଯୁବକ ମୃତ

ବଲାଙ୍ଗୀର: ଆଜି ଜଣେ ଯୁବକ ପୋଖରୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ପୁଇଁତଲା ବ୍ଲକର ସାଉନ୍ତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମରେ ଘଟିଛି। ମୃତକ ହେଲେ ଅନିଲ କୁମାର ତ୍ରିପାଠୀ । ପ୍ରକାଶ ଯେ, ଅନିଲ ଆଜି ସକାଳ ୧୦ଟା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ…

ଶିଶୁ କନ୍ୟା ଉଦ୍ଧାର; ଦେହରେ ବେଢ଼ି…

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ସାଲେପାଲିରୁ ଏକ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଶିଶୁ କନ୍ୟାଟିକୁ ଜଙ୍ଗଲ ଭିତରେ ଗାଁ ଲୋକ ଦେଖିବାକୁ ପାଇଥିଲେ। ଆଶାକର୍ମୀଙ୍କୁ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ଖବର ଦେଇଥିଲା। ପରେ ଆଶା କର୍ମୀ ପଙ୍କଜିନୀ ମେହେର ଜଙ୍ଗଲକୁ ଯାଇ ଶିଶୁଟିକୁ ଉଦ୍ଧାର…

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ…

ବଲାଙ୍ଗୀର: ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗୀର ସହରର ଚନ୍ଦ୍ରଶେଖରନଗରରେ ଆଜି ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଦେ‌ଥିବାକୁ ମିଳିଛି। ଚନ୍ଦ୍ରଶେଖରନଗର ଏକ ସରକାରୀ କ୍ୱାର୍ଟସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ଘର ବଲାଙ୍ଗୀରର ସଦର ବ୍ଲକ ପୁଡାସିଂ ଗାଁରେ ବୋଲି…

ସରପଞ୍ଚ ହେମକାନ୍ତି ମୁଣ୍ଡା ନିଲମ୍ବିତ

ବଲାଙ୍ଗିର: ଆଗଲପୁର ବ୍ଲକ୍‌ ସାଲେଭଟା ପଞ୍ଚାୟତ ସରପଞ୍ଚ ହେମକାନ୍ତି ମୁଣ୍ଡା ନିଲମ୍ବିତ। ଆଦିବାସୀଙ୍କ ଘର ଭାଙ୍ଗିଥିବା ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରିଛି ପଞ୍ଚାୟତିରାଜ ବିଭାଗ। ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପଞ୍ଚାୟତିରାଜ ବିଭାଗ। ସୂଚନାଯୋଗ୍ୟ,…

ସାମ୍ବାଦିକଙ୍କୁ ଆକ୍ରମଣ

କଣ୍ଟାବାଂଜି: ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି। କଣ୍ଟାବାଂଜିରେ ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି ଏବଂ ତାଙ୍କ କ୍ୟାମେରାକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଛି। ଖବର ସଂଗ୍ରହ ବେଳେ ସରପଞ୍ଚ ଓ ତାଙ୍କ ସ୍ୱାମୀ ତଥା…

୪ ଦିନ ସଟ୍‌ଡାଉନ୍‌ ବଲାଙ୍ଗିର ଜିଲ୍ଲା

ବଲାଙ୍ଗିର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାକୁ ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ୮ ତାରିଖରୁ ୧୧ ତାରିଖ ଯାଏଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଜିଲ୍ଲାରେ ଦିନକୁ ଦିନକୁ କରୋନା ପଜିଟିଭ ସଂଖ୍ୟା…

କାଲିଠୁ ବଲାଙ୍ଗିରରେ ୪ଦିନିଆ ସଟ୍‌ଡାଉନ୍

ବଲାଙ୍ଗିର: ରାଜ୍ୟରେ ଦିନକୁ ଦିନ ବିଗୁଡ଼ିଛି କରୋନ ସ୍ଥିତି। ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି। ତେବେ କରୋନା ସ୍ଥିତି ନିୟନ୍ତ୍ରଣ ଲାଗି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନେଇଛି କଡ଼ା ପଦକ୍ଷେପ। ଜିଲ୍ଲାକୁ ୪ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ବଲାଙ୍ଗୀର…

ବସ୍‌କୁ ୩୦ ହଜାର ଜରିମାନା

ବଲାଙ୍ଗିର: ଯାତ୍ରୀବାହୀ ବସ୍‌କୁ ୩୦ ହଜାର ୫୦୦ ଟଙ୍କା ଫାଇନ। ବସ୍‌ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା। ଲାଇସେନ୍ସ ନଥାଇ ଗାଡି ଚଳାଇବାକୁ ଅନୁମତି ଦେଇଥିବାରୁ ୫ ହଜାର ଟଙ୍କା ବସ୍‌ କଣ୍ଡକ୍ଟରଙ୍କ ଲାଇସେନ୍ସ ନଥିବାରୁ ୧୦ ହଜାର ଟଙ୍କା। ପରମିଟ୍‌ ନଥିବା ବାବଦକୁ ୧୦ ହଜାର ଟଙ୍କା…