Odisha Link
Bridging the Missing Links in Odisha
Browsing Tag

balangiri

ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଗିରଫ…

ବଲାଙ୍ଗିର: ପୁଣି ଥରେ ଗିରଫ ହେଲେ ବ୍ଲକ୍‌ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି। ପୁଇଁନ୍ତଲା ବ୍ଲକର ସହକାରୀ ଯନ୍ତ୍ରୀ ନରେନ୍ଦ୍ର କୁମାର ନାଏକଙ୍କୁ ମାଡ ମାରିବା କାରଣରୁ ତାଙ୍କୁ ପୁଲିସ ଗିରଫ କରିଛି। ସନ୍ତୋଷ ବ୍ଲକ କର୍ମଚାରୀଙ୍କୁ ଧମକ ଚମକ ଦେଉଥିବା ନିଜେ ଯନ୍ତ୍ରୀ ମଧ୍ୟ ଏ ନେଇ ପୁଇଁନ୍ତଲା ଥାନାରେ ଲିଖିତ…

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

ବଲାଙ୍ଗୀର : ବଲାଙ୍ଗର ବନ ବିଭାଗରେ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ଜାରି ରହିଛି। ପ୍ରକାଶ ଯେ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ରେଡ୍‌ କରିଛି ଭିଜିଲାନ୍ସ । ଆଜି ଭିଜିଲାନ୍ସ ପକ୍ଷରୁ ୫ଟି ଟିମ୍‌ ଏକା…

ଫେଲ୍‌ ମାରିଲା ଲୁଟ୍ ଉଦ୍ୟମ, ଜଣେ ଅଟକ

ବଲାଙ୍ଗିର: ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ର ବୁଧବାର ରାତି ସାଢେ ୧୨ଟା ବେଳେ ବଲାଙ୍ଗିରରୁ ନିଜ ଗାଁ ସାଲେଭଟାକୁ କାରରେ ଜାତୀୟ ରାଜପଥ-୨୬ରେ ଫେରୁଥିଲେ। ଗାନ୍ଧୀନଗର ପଡ଼ା ମାଧିଆପାଲି ମଝିରେ ୪ଜଣ ଯୁବକ ରାସ୍ତା କଡରୁ ଆସି ଅଚାନକ ତାଙ୍କ କାର୍ ସାମ୍ନାକୁ ଚାଲି ଆସିଥିଲେ। ସେମାନେ…

ଜବତ ହେଲା ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ…

ବଲାଙ୍ଗୀର: ବଲାଙ୍ଗୀରରେ ଅବକାରୀ ବିଭାଗ ମିଳିଛି ବଡ଼ ସଫଳତା। ଚୋରା ଚାଲାଣ ବେଳେ ବେସରକାରୀ ବସଷ୍ଟାଣ୍ଡ ନିକଟରୁ ଟ୍ରକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗର ସ୍ଵତନ୍ତ୍ର ସ୍କ୍ୱାର୍ଡ । ଝାଡଖଣ୍ଡ ନଂ ଥିବା ଏକ ଟ୍ରକରୁ ଜବତ ମଧ୍ୟ ଜବତ ହୋଇଛି । ଟ୍ରକ ଡ୍ରାଇଭର ସମେତ ୩ଜଣ ଅଭିଯୁକ୍ତ ଗିରଫ।…

ବଲାଙ୍ଗିର ରେଲୱେ ଷ୍ଟେସନରୁ ମୃତ ଦେହ…

ବଲାଙ୍ଗିର : ବଲାଙ୍ଗିର ରେଲୱେ ଷ୍ଟେସନର ୧ ନମ୍ୱର ପ୍ଲାଟଫର୍ମ ଠାରେ ଥିବା ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଙ୍କ ନାଁ ସୁମନ ମଣ୍ଡଳ । ତାଙ୍କ ଘର ପଶ୍ଚିମବଙ୍ଗର ଭରତପୁରରେ। ସେ ଓ ତାଙ୍କର ୪ ଜଣ ସାଙ୍ଗ ଏକ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ବଲାଙ୍ଗିର ଆସିଥିଲେ। ଆଜି ସେମାନେ…