ବାହାନଗା ରେଳ ଦୁର୍ଘଟଣା: କେଉଁଠି ଲୁଚିଛି…
ଓଏଲ୍ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଜୋରଦାର କଲା ସିବିଆଇ। ଗତକାଲି ଟେକ୍ନିକାଲ ଟିମ୍ର ଯାଞ୍ଚ ଭିତରେ କିଛି ଅଧିକାରୀଙ୍କ ମୋବାଇଲ ସିଜ୍ ହୋଇଥିଲା। କଲ୍ ରେକର୍ଡ, ହ୍ବାଟ୍ସଆପ୍ କଲ୍, ସୋସିଆଲ ମିଡିଆ ତଥ୍ୟ ସଂଗ୍ରହ କରାଯାଇଥିବା ସୂଚନା। ଅଧିକାରୀଙ୍କ କଲ୍ ରେକର୍ଡ ଡାଟାକୁ ଅନୁଶୀଳନ କରିବ…