Odisha Link
Bridging the Missing Links in Odisha
Browsing Tag

BaliYatra

ନଭେମ୍ବର ୨୭ରୁ ଐତିହାସିକ କଟକ…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏ ଅନୁଷ୍ଠିତ ହେବ। ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ରଜ୍ଞାପନ ମେଢ଼ ଉଦଘାଟିତ ହୋଇଛି। ଆସ ବୁଲିଯିବା ବାଲିଯାତ୍ରା ଥିମ୍‌ ନେଇ ଯାତ୍ରା ଆରମ୍ଭ ହୋଇଥିବାବେଳେ ଏହି ପ୍ରଜ୍ଞାପନ ମେଢ଼ କଟକ, ଭୁବନେଶ୍ବର,…

ଆଜିଠୁ କଟକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ…

ଭୁବନେଶ୍ବର: ଆଜିଠୁ କଟକରେ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ୩ ଦିନିଆ ଜାତୀୟ ଧାରା ସମ୍ମିଳନୀର ଆୟୋଜନ କରାଯାଇଛି। ସହସ୍ର ବର୍ଷ ପୁରାତନ କଟକ ସହରରେ ଆୟୋଜିତ ହେବାକୁ ଥିବା “ସମୁଦ୍ରମନ୍ଥନ’ ଭାବେ ନାମିତ ଏହି…

ଭୁବନେଶ୍ବରରେ ବନ୍ଦ ହେଲା ବାଲିଯାତ୍ରା

ଭୁବନେଶ୍ବର: କଟକ ପରେ ଭୁବନେଶ୍ବରରେ ବାଲିଯାତ୍ରା ବି ହେବ ବୋଲି ଘୋଷଣା ହୋଇଛି। ଏହା କମିସନରେଟ ପୁଲିସ୍‌ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଟ୍ବିଟ୍ ରେ ଲେଖାଯାଇଛି, ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ…

ସରିଲା ବାଲିଯାତ୍ରା: ଆସନ୍ତା ବର୍ଷକୁ…

କଟକ: ଗହଳଚହଳ, ରାସ୍ତା ଜାମ, ନାଚଗୀତରେ ଗଲା ୯ ଦିନ ଧରି ଦୁଲୁକୁଥିଲା କଟକ ସହର।  ସେ ସବୁର ଅନ୍ତ ଘଟିଛି। କଟକର ଐତିହାସିକ ବାଲିଯାତ୍ରା ଉଦ୍‌ଯାପିତ ହୋଇଛି। ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୯ ଦିନ ଧରି ଚାଲିଥିବା ଏହି ରାଜ୍ୟସ୍ତରୀୟ ମହୋତ୍ସବରେ ପୂର୍ବ ବର୍ଷମାନଙ୍କର ସବୁ ରେକର୍ଡ ଭାଙ୍ଗିଛି।…

ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା

କଟକ: ଦିର୍ଘ ୮ଦିନ ଚାଲିଥିବା କଟକର ଐତିହାସିକ ବାଲିଯାତ୍ରା ଆଜି ଶେଷ ହେବ। ରାଜ୍ୟର ଏହି ସର୍ବବୃହତ ବାଣିଜ୍ୟିକ ମେଳା ମହାନଦୀ ପଠାରେ ଚାଲି ଆସୁଥିଲା। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଲିଯାତ୍ରାକୁ ଜାତୀୟ ସ୍ଥରୀୟ ବାଣିଜ୍ୟ ମେଳାର ମଧ୍ୟ ପ୍ରଦାନ କରାଯାଇଛି। ନଭେମ୍ବର ୧୨ତାରିଖରୁ ଆରମ୍ଭ…

୨୦ରେ ସରିବ କଟକର ଐତିହାସିକ ବାଲିଯାତ୍ରା

କଟକ: କଟକର ଐତିହାସିକ ବାଲିଯାତ୍ରା ବୁଲିବା ସହ ଖାଦ୍ୟର ମଜା ନେଉଛନ୍ତି ଲୋକେ। ଦିନକୁ ଦିନ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ତେବେ ୧୯ ତାରିଖରେ ସରିବାକୁ ଥିବା ବାଲିଯାତ୍ରା ୨୦ ତାରିଖରେ ସରିବ। ଏନେଇ କଟକ ଜିଲ୍ଲାପାଳ ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ୮ ଦିନ ଧରି ବାଲିଯାତ୍ରା…

ଐତିହାସିକ ବାଲିଯାତ୍ରା ଉଦ୍‌ଘାଟିତ

କଟକ: ଉଦଘାଟିତ ହେଲା ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ କଟକର ଐତିହାସିକ ବାଲିଯାତ୍ରା। ମହାନଦୀ ପଠାରେ ଆୟୋଜିତ ଯାତ୍ରାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଉଦଘାଟନ କରିଛନ୍ତି। ଆଠ ଦିନ ଯାଏଁ ଚାଲିବାକୁ ଥିବା ବାଲିଯାତ୍ରାରେ…

ଆଜିଠାରୁ କଟକର ଐତିହାସିକ ବାଲିଯାତ୍ରା

କଟକ: ଆଜିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକର ଐତିହାସିକ ବାଲିଯାତ୍ରା। ଆଜି ଅପରାହ୍ନରେ ଏହାର ଉଦଘାଟନ କରାଯିବ। କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ୧୯ ନଭେମ୍ବର ଯାଏ ଚାଲିବ ବାଲିଯାତ୍ରା । ଏଥର ବାଲିଯାତ୍ରାକୁ ଖାସ୍ କରିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ। ବଲିଉଡ କଣ୍ଠଶିଳ୍ପୀଙ୍କ…

କଟକ ବାଲିଯାତ୍ରାକୁ ମିଳିବ ସରକାରୀ…

କଟକ: କଟକ ବାଲିଯାତ୍ରାକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ଶେଷ ହୋଇଛି। କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବାକୁ ନିଷ୍ପତି ହୋଇଛି। ଏଥିପାଇ ଏକ ପ୍ରସ୍ତୁତି ବୈଠକ ଡକାଯାଇଥିଲା। ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନ ସୂଚନା ଦେଇଛନ୍ତି। ନଗର ଉନ୍ନୟନ, ସଂସ୍କୃତି ବିଭାଗ ପକ୍ଷରୁ…

ଏଥର ବାଲିଯାତ୍ରା ହେବ ପ୍ଲାଷ୍ଟିକ୍‌…

କଟକ: ନଭେମ୍ବର ୧୨ରେ ଅନୁଷ୍ଠିତ ହେବ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ଉଭୟ ଜିଲ୍ଲା ପ୍ରଶାସନ ଏବଂ ସିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା ହେବ ବୋଲି ସୂଚନା ରହିଛି।। ସମସ୍ତ ବ୍ୟବସାୟୀଙ୍କୁ ପରିଚୟପତ୍ର ମିଳିବ। ତେଣୁ। ବାଲିଯାତ୍ରାର ଉଭୟ ତଳ ଏବଂ ଉପର…