ଆଜି ଭାରତ ବନାମ ବାଂଲାଦେଶ, ପ୍ରଥମେ…
ଓଏଲ୍ ବ୍ୟୁରୋ: ପାକିସ୍ତାନ ବିରୋଧରେ ଭାରତ ଦମଦାର ବିଜୟ ହାସଲ କରିଥିଲା। ଏସିଆ କପ ସୁପର ଫୋରରେ ଭାରତ ପାକିସ୍ତାନକୁ ହରାଇ ବିଶାଳ ବିଜୟ ହାସଲ କରିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା। ଏହା ପରେ ଶ୍ରୀଲଙ୍କା ସହ ଥିବା ମ୍ୟାଚରେ ବାଜି ମାରିଥିଲା ଭାରତ। ଯାହା ଦ୍ୱାରା ଫାଇନାଲ…