୫ ମାସ ପରେ ନିଖୋଜ ନନ୍ଦ କିଶୋରଙ୍କ ହାଡ…
ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ନନ୍ଦ କିଶୋର ବେହେରା ନିଖୋଜ ଘଟଣା ସାମ୍ନାକୁ ଆସିଛି। ଚନ୍ଦକା ଜଙ୍ଗଲରୁ ୫ ମାସ ପରେ ନନ୍ଦ କିଶୋରଙ୍କ ହାଡ କଙ୍କାଳ ସହ ଡ୍ରେସ୍ ଏବଂ କିଛି ଟଙ୍କା ଉଦ୍ଧାର କରାଯାଇଛି। ମିଳିଥିବା ତଥ୍ୟ ଅନୁସାରେ ଚିହ୍ନଟ କଲେ ପରିବାର ଲୋକେ। ନିଖୋଜ ୭୦ ବର୍ଷୀୟ ବୃଦ୍ଧ ନନ୍ଦ କିଶୋରଙ୍କୁ…