Odisha Link
Bridging the Missing Links in Odisha
Browsing Tag

Barabati Stadium

ବାରବାଟୀ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌…

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବାରବାଟିରେ ଖେଳାଯିବ ଦିନିକିଆ ମ୍ୟାଚ୍। ଏଥିପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଆସନ୍ତା ୫ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ମୁମ୍ବାଇର ୱେଷ୍ଟଲ୍ୟାଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ଅନଲାଇନ୍…

ଷ୍ଟାଡିୟମକୁ ପଲିଥିନ୍ ନେବା ମନା

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ‌ରେ ବାରବାଟୀ ଷ୍ଟାଡିୟମକୁ ପଲିଥିନ୍ ନେବା ବ‌ାରଣ କରାଯାଉଛି। ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ ହେବାକୁ ଥିବା ବାରବାଟୀ ଦିନିକିଆରେ ପଡିଆ ଭିତରକୁ ପଲିଥିନ୍ ନେଇପାରିବେନି ଦର୍ଶକ। ଆଜି ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।…

ବିକ୍ରି ହେବନି ବାରବାଟୀର ୫୩୦୦ ଟିକେଟ

କଟକ: ବାରବାଟୀର ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରିରୁ ୫୩୦୦ ଟିକଟ ବିକ୍ରି ହେବ ନାହିଁ। ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରି ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଆଜି ଆର୍‌ଡିସିଙ୍କ ସମୀକ୍ଷା ପରେ ଓସିଏର ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ ଆସନ୍ତା ଇଣ୍ଡିଆ-ଓ୍ବେଷ୍ଟିଣ୍ଡିଜ୍‌ ଦିନିକିଆ…

ବାରବାଟୀ ଦିନିକିଆ: କ୍ରିକେଟ ପ୍ରେମୀଙ୍କୁ…

ଭୁବନେଶ୍ବର: ବହୁ ଦିନର ବ୍ୟବଧାନରେ ପୁଣି କଟକରେ ଦେଖିବାକୁ ମିଳିବ କ୍ରିକେଟ ଫିଭର। ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌। ଏଥିପାଇ ଚାଲିଛି ଜୋରଦାର ପ୍ରସ୍ତୁତି। ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବା ବେଳେ ଏହାକୁ…

ବାରବାଟୀରେ କ୍ରିକେଟ୍‌ ମ୍ୟାଚ୍

କଟକ: ଆସନ୍ତା ଡିସେମ୍ବର ୨୨ରେ କଟକସ୍ଥ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ। ଏଥିପାଇଁ ୫ ତାରିଖରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ୧୯ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଟିକେଟ ମିଳିବ। ସୁରକ୍ଷା ବୈଠକରେ ପରେ ଓସିଏ ସମ୍ପାଦକ ଓ ପୁଲିସ କମିଶନର…

ବାରବାଟୀକୁ ଫେରିବ ଟେଷ୍ଟ ମ୍ୟାଚ୍!

କଟକ: ବାରବାଟୀରେ ହୋଇପାରେ ଟେଷ୍ଟ ମ୍ୟାଚ ଆୟୋଜନ। ଦୀର୍ଘ ବର୍ଷର ବ୍ୟବଧାନ ପରେ ବାରବାଟୀକୁ ଟେଷ୍ଟ ମ୍ୟାଚ ଫେରାଇବା ପାଇଁ ବିସିସିଆଇ ସଭାପତିଙ୍କ ସହ ଓସିଏ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ବାରବାଟୀରେ ଟେଷ୍ଟ…

ଅନିଶ୍ଚିତତା ମଧ୍ୟରେ ବାଟବାଟୀ ମ୍ୟାଚ୍

କଟକ: ବାରବାଟୀରେ ଡିସେମ୍ବର ୨୨ ତାରିଖରେ ଭାରତ-ଇଣ୍ଡିଜ୍‌ ମ୍ୟାଚ୍‌ ନେଇ ଅନିଶ୍ଚିତତା ଦେଖା ଦେଇଛି। ବାତ୍ୟା ଫୋନିରେ ଷ୍ଟାଡିୟମ କ୍ଷତିଗ୍ରସ୍ତ ଯୋଗୁଁ ମ୍ୟାଚ୍‌ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଓସିଏର ସାଧାରଣ ପରିଷଧ ବୈଠକ ପରେ ନୂଆ ସମ୍ପାଦକଙ୍କ ପ୍ରତିକ୍ରିୟା ଦେଇଛନ୍ତି। ବାତ୍ୟା ଯୋଗୁଁ ଷ୍ଟାଡିୟମ…