Odisha Link
Bridging the Missing Links in Odisha
Browsing Tag

Barsha Priyadarshini

ଅଡୁଆରେ ଅଭିନେତ୍ରୀ ବର୍ଷା, ଜାତିଆଣ…

ଓଏଲ୍ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଜାତିଆଣ ଆକ୍ଷେପ ମାମଲାରେ ଦିଲ୍ଲୀ ପଟିଆଲା କୋର୍ଟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଆସିଥିବାର ଖବରରୁ ଜଣା ପଡିଛି। ନର୍ଥ ଆଭେନ୍ୟୁ ଥାନାରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲା ନେଇ ଏହି ସମନ ଜାରି କରିଛନ୍ତି କୋର୍ଟ।…

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା

କଟକ: ଓଲିଉଡ ଦମ୍ପତି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଏହାରି ଭିତରେ ବର୍ଷା ପ୍ରିୟଦର୍ଶିନୀ ବୁଧବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ ବର୍ଷା ଆଜି ଫ୍ୟାମିଲି…

ଜାଗସରାରେ ପହଞ୍ଚିଲା ବର୍ଷା…

ଭୁବନେଶ୍ବର: ଓଲିଉଡ଼ ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶିନୀଙ୍କ “ଆମ ପାଠାଗାର” ଅଭିଯାନର ତୃତୀୟ ସଂସ୍କରଣ ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ ଜାଗସରା ଆଦିବାସୀ ସାହିରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ଏକ ଅଂଶ ଭାବରେ ବର୍ଷା ପ୍ରିୟଦର୍ଶିନୀ, ଶିକ୍ଷାଭିତ୍ତିକ, ଶିଶୁ କାହାଣୀ,…

ଅନୁଭବ-ବର୍ଷା ବିବାଦ: ମଧ୍ୟସ୍ଥତାକୁ…

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି। ବହୁ ଚେଷ୍ଟା ସତ୍ତ୍ବେ ମଧ୍ୟ ଏ ପର୍ଯ୍ୟନ୍ତ ବିବାଦର କୌଣସି ସମାଧାନ ହୋଇପାରି ନାହିଁ। ଅନ୍ୟପଟେ ଆଜି ଏସଡିଜେଏମ କୋଟଙ୍କ ମଧ୍ୟସ୍ଥତା କେନ୍ଦ୍ରକୁ ଅନୁଭବ ମହାନ୍ତି ଆସିନଥିବା…

ବିଳମ୍ବିତ ରାତିରେ ପୁରୀଘାଟ ଥାନାରେ…

କଟକ : ଓଲିଉଡ଼ ଅଭିନେତା ଓ ଅଭନେତ୍ରୀ ବର୍ଷା ଅନୁଭବଙ୍କ ଘରୋଇ କଳି ଚରମ ସୀମାରେ ପହଞ୍ଚିଲାଣି। ବର୍ଷା ଗତକାଲି ବଳବିମ୍ବିତ ରାତିରେ ପୁରୀଘାଟ ଥାନାରେ ପହଞ୍ଚିଥିଲେ। ତାଙ୍କ ସମ୍ମାନ ହାନୀ ହେଉଥିବା ଅଭିଯୋଗରେ ପୁରୀଘାଟ ଥାନାରେ ଲିଖତ୍ତ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ୨ ଦିନ ତଳେ ବର୍ଷା ଓ ଅନୁଭବ…

SDJM କୋର୍ଟରେ ଅନୁଭବ

କଟକ: କଟକ ଏସଡିଜେଏମ କୋର୍ଟରେ ସାଂସଦ ଅନୁଭବ ମହାନ୍ତି। ପାରିବାରିକ ହିଂସା ମାମଲାରେ ଅନୁଭବ କୋର୍ଟରେ ପହଞ୍ଚିଛନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ପକ୍ଷରୁ ଦାୟର ମାମଲାରେ ଅନୁଭବ କୋର୍ଟରେ ପହଞ୍ଚିଛନ୍ତି। ଅନୁଭବଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ କୋର୍ଟରେ ଜବାବ ଦାଖଲ କରାଯାଇଛି। ସୂଚନାଯୋଗ୍ୟ,…

ମହିଳା କମିଶନରେ ଓଲିଉଡ୍ ଅଭିନେତ୍ରୀ…

ଭୁବନେଶ୍ୱର: ଦିନକୁ ଦିନ ନୂଆ ମୋଡ଼ ନେଉଛି ଓଲିଉଡ୍ ଅଭିନେତ୍ରୀ ବର୍ଷା ଓ ସାଂସଦ ତଥା ଓଲିଉଡ୍‌ ଅଭିନେତା ଅନୁଭବଙ୍କ ବିବାଦ। ବର୍ଷା ପ୍ରିୟଦର୍ଶିନୀ ଆଜି ମହିଳା କମିଶନରଙ୍କ ନିକଟରେ ଫେରାଦ ହେବା ପରେ ଏମିତି ସନ୍ଦେହ ସୃଷ୍ଟି ରହିଛି। ଗତ କିଛିମାସ ହେଲା ଲାଗି ରହିଥିବା ପାରିବାରିକ କଳହକୁ ନେଇ ବର୍ଷା…

ଏପର୍ଯ୍ୟନ୍ତ ମୁଁ ଚୁପ୍ ଥିଲି କିନ୍ତୁ ଆଉ…

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚା ଳାଗି ରହୁଛି। ଏହାରି ଭିତରେ ଗତକାଲି ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ସୋଶାଲ ମିଡିଆରେ ଏକ ଭିଡିଓ ଅପଲୋଡ କରି ସେ ଖୁଲମଖୁଲା ଧମକ ଦେଇଛନ୍ତି।…

ବର୍ଷା-ଅନୁଭବଙ୍କ ବିବାଦକୁ ନେଇ ମୁହଁ…

ଭୁବନେଶ୍ବର: ଓଲିଉଡ଼ର ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ବୈବାହିକ ଜୀବନରେ ବିବାଦ ଲାଗି ରହିଥିବା ବେଳେ ଏନେଇ ମୁହଁ ଖୋଲିଲେ ଜାଗୃତି। ସୋସିଆଲ ମିଡିଆରେ ଅନୁଭବ ଓ ଜାଗୃତିଙ୍କ ଫଟୋକୁ ନେଇ ଟ୍ରୋଲ୍‌ ହେବା ପରେ ମୁହଁ ଖୋଲିଲେ ମହିଳା ସାମ୍ବାଦିକ ଜାଗୃତି ଶୁକ୍ଲା। ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ…

ବର୍ଷା-ଅନୁଭବ ବିବାଦ: ଶାଶୁ-ବୋହୂ ଥାନାର…

କଟକ: ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ତୁଟି ନଥିବାବେଳେ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ବର୍ଷାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବଙ୍କ ମାଆ। ଆଜି କଟକ ପୁରୀଘାଟ ଥାନାର ଦ୍ବାରସ୍ଥ ହେଲେ ସାଂସଦ ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତି। ଅଭିଯୋଗ ମୁତିବାକ, ଘର ମରାମତି ପାଇଁ…