Odisha Link
Bridging the Missing Links in Odisha
Browsing Tag

Beggar

ଏକାମ୍ର କ୍ଷେତ୍ର ହେବ ଭିକ୍ଷୁକମୁକ୍ତ

ଭୁବନେଶ୍ୱର: ପୁରୀ ଭଳି ଖୁବଶୀଘ୍ର ଭିକ୍ଷୁକମୁକ୍ତ ହେବ ଏକାମ୍ର କ୍ଷେତ୍ର। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖର ନିରାଶ୍ରୟଙ୍କୁ ଥଇଥାନ କରାଯିବ। ଏକାମ୍ର ଯୋଜନାରେ ବିଏମସି ଓ ବିଡିଏ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ସହାୟ ଯୋଜନାରେ ଥଇଥାନ ବ୍ୟବସ୍ଥା ହେବ। ଭିକ୍ଷୁକ ଓ…

ପୁରୀକୁ ଭିକ୍ଷୁକମୁକ୍ତ ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ସକ୍ଷମ ଯୋଜନା ଆରମ୍ଭ ହୋଇଛି। ମଙ୍ଗଳବାର ପ୍ରଥମ ଡ୍ରାଇଭ୍‌ରେ ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରିମାନଙ୍କୁ କାଉନ୍‌ସେଲିଂ କରାଯାଇଛି। କାଉନ୍‌ସେଲିଂ ପରେ ଏମାନଙ୍କୁ ନୀଳାଦ୍ରି ନିଳୟକୁ…

କଟକରେ ସର୍ବାଧିକ ଭିକାରୀ

ଭୁବନେଶ୍ୱର: ଓଡ଼ିଶାରେ ମୋଟ ୫୯୫୦ଜଣ ଭିକାରୀ ଅଛନ୍ତି। ତନ୍ମଧ୍ୟରୁ କଟକରେ ସର୍ବାଧିକ ୧୦୬୦ଜଣ ଭିକାରୀ ଅଛନ୍ତି। ଆଜି ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଗଞ୍ଜାମରେ ଦ୍ୱିତୀୟ ସର୍ବାଧିକ ୫୪୫, ସୁନ୍ଦରଗଡ଼ରେ ୪୨୩ , ପୁରୀରେ ୩୬୬ ଓ…

୭୩ ବର୍ଷିୟ ଭିକାରୀ ମନ୍ଦିରକୁ ଦାନ କଲେ…

ବିଜୟଓ୍ବାଡ଼ା: ମନ୍ଦିରକୁ ୮ଲକ୍ଷ ଦାନ କରି ଚର୍ଚ୍ଚାରେ ଭିକାରୀ। ଏଭଳି ଖବର ଆସିଛି ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡା ଅଞ୍ଚଳରୁ। ବିଜୟଓ୍ବାଡାର ଏକ ସାଇ ମନ୍ଦିର ପ୍ରବେଶ ଦ୍ବାରରେ ଭିକ୍ଷା ମାଗୁଥିଲେ ୭୩ ବର୍ଷିୟ ଭିକାରୀ ୟାଦି ରେଡ୍ଡି। ସେ ସାଇ ମନ୍ଦିରକୁ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ୮ଲକ୍ଷ ଟଙ୍କା…