Odisha Link
Bridging the Missing Links in Odisha
Browsing Tag

Bengaluru

ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ…

ଭୁବନେଶ୍ୱର: ଜାନୁଆରୀ ୧୨ରୁ ଉଡ଼ିବ ସ୍ପାଇସ୍‌ଜେଟ୍। ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ଜେଟ୍‌ ବିମାନ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଶୁକ୍ରବାର ରାତିରେ ଟ୍ୱିଟ୍ କରି ବିଭାଗ ଏହି ଘୋଷଣା କରିଛି।…

କିମିଆ କରିଛି ବିରିୟାନୀ, ଏହି ସ୍ଥାନରେ…

ବେଙ୍ଗାଲୁରୁ: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ପାଇଁ ବନ୍ଦ ହୋଇ ଯାଇଥିଲା ହୋଟେଲ, ଛୋଟ ଛୋଟ ଖାଇବା ଦୋକାନ। ଆମ ଦେଶର ଖାଇବା ଓ ଲୋକଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି। ଯେଉଁଠି ବି ସୁସାଦ୍ୟ ଖାଦ୍ୟ ମିଳିଥାଏ ଆପେ ଆପେ ଲୋକ ସେଠାରେ ଲମ୍ବା ଲାଇନ୍‌ କରିଥାନ୍ତି। ସେମିତି ଏକ ଭିଡିଓ ଏବେ…

୫୬ ଲକ୍ଷ ଟଙ୍କାର ନକଲି ସାନିଟାଇଜର୍‌ ଜବତ

ବେଙ୍ଗାଲୁରୁ: ଆପଣ ସାନିଟାଇଜର କିଣୁଛନ୍ତି କି? ସାବଧାନ। ଆପଣ ଧୋକା ଖାଇ ପାରନ୍ତି। ହୁଏତ ଏହି ସାନିଟାଇଜର୍‌ ଆପଣଙ୍କୁ ସୁରକ୍ଷିତ ରଖି ନ ପାରେ। କାରଣ ବଜାରରେ ବୁଲୁଛି ନକଲି ସାନିଟାଇଜର୍। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶରେ ହାଣ୍ଡ-ସାନିଟାିଜର୍‌ର ଚାହିଦା ବଢ଼ିଥିବା ବେଳେ ଏହାକୁ ନେଇ ଅସାଧୁ…

ଓଡ଼ିଶାରେ ସାମୁହିକ ବଳାତ୍କାର:…

ବେଙ୍ଗାଲୁରୁ: ଗର୍ଭବତୀ ହେବାର କୌଣସି ଚିହ୍ନବର୍ଣ୍ଣ ନଥିଲା। ସବୁଦିନ ପରି ସେଦିନ ସକାଳେ ବି ମାଲିକଙ୍କ ଘର ପୋଛୁଥିଲେ ନାବାଳିକା ଚାକରାଣୀ। ଠୁଙ୍କା ହୋଇ ବସିଥିଲେ ସେ। ହଠାତ୍‌ ଚଟାଣ ସାରା ରକ୍ତ ଖେଳେଇ ହୋଇ ପଡ଼ିଲା ଆଉ ସେଇ ରକ୍ତାକ୍ତ ଚଟାଣରେ ନାବଳିକା ଚାକରାଣୀଙ୍କ ପେଟରୁ ଖସିଆସିଲା ନବଜାତ ଶିଶୁ।…

ବେଙ୍ଗାଲୁରୁରେ ତିଆରି ଚାଲିଛି…

ବେଙ୍ଗାଲୁରୁ: "ଦେଶରେ କୌଣସି ଡିଟେନ୍‌ସନ୍‌ ସେଣ୍ଟର (ଅଟକ କେନ୍ଦ୍ର ବା ଏକ ପ୍ରକାର ବନ୍ଦୀଗୃହ) ନାହିଁ। କଂଗ୍ରେସ୍‌ ଓ ଏହାର ସହଯୋଗୀ ଦଳ, କିଛି ଶିକ୍ଷିତ ନକ୍ସଲ ଓ ସହରୀ ନକ୍ସଲଙ୍କ ଦ୍ବାରା ଏଭଳି ମିଥ୍ୟା ପ୍ରଚାର କରାଯାଉଛି।" ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଡିଟେନ୍‌ସନ୍‌ ସେଣ୍ଟର…

ଲାଠି ପରିବର୍ତ୍ତେ ଜାତୀୟ ସଙ୍ଗୀତକୁ…

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହେଉଛି ବିକ୍ଷୋଭ ପ୍ରଦର୍ଶନ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ହେଉଛି। ଏପରିକି ଗୁଳି ଯାଏ ମଧ୍ୟ କଥା ଯାଉଛି। ହେଲେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଥମିବାର ନା ଧରୁନି। ହେଲେ ବେଙ୍ଗାଲୁରୁରେ ଜଣେ…

୮ କଂଗ୍ରେସ ବିଧାୟକ ନିଜ…

ବେଙ୍ଗାଲୁରୁ: କର୍ଣ୍ଣାଟକା ମେଣ୍ଟ ସରକାର ବର୍ତ୍ତମାନ ଟଳମଳ ସ୍ଥିତିରେ। ମେଣ୍ଟ ସରକାରକୁ ଲାଗିଛି ଜବଦଦସ୍ତ ଝଟକା। କାହିଁକିନା ଉଭୟ ଜେଡିଏସ ଏବଂ କଂଗ୍ରେସର ମୋଟ୍ ୧୧ ଜଣ ବିଧାୟକ ଆଜି ବିଧାନସଭାରୁ ଇସ୍ତଫା ଦେଇଥିବା ସୂଚନା ରହିଛି। ବାଚସ୍ପତିଙ୍କୁ ଏହି ୧୧ ବିଧାୟକ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।…