Odisha Link
Bridging the Missing Links in Odisha
Browsing Tag

Bharat Bandh

ଫେବ୍ରୁଆରୀ ୧୬ ଭାରତ ବନ୍ଦ; କୃଷକ…

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀରେ ଉଗ୍ରରୂପ ନେଉଛି କୃଷକ ଆନ୍ଦୋଳନ। ଏସବୁ ମଧ୍ୟରେ ଫେବ୍ରୁଆରୀ ୧୬ ତାରିଖରେ ଅର୍ଥାତ୍‌ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି ଦେଶର, ରାଜ୍ୟର ବିଭିନ୍ନ କୃଷକ ସଙ୍ଗଠନ। କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି…

ଆଜି ଭାରତ ବନ୍ଦ

ଭୁବନେଶ୍ବର: ଆଜି ଭାରତ ବନ୍ଦ। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଙ୍ଗଠନ ପକ୍ଷରୁ ଆଜି ‘ଭାରତ ବନ୍ଦ’। ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଭାରତ ବନ୍ଦକୁ ସଫଳ କରିବା ପାଇଁ ଚାଷୀ ସଙ୍ଗଠନଗୁଡ଼ିକ ଡାକରା ଦେଇଛନ୍ତି। ରାଜ୍ୟରେ କଂଗ୍ରେସ, ବାମଦଳ ଏବଂ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ବନ୍ଦ ପାଳନକୁ…

ଆସନ୍ତାକାଲି ଭାରତ ବନ୍ଦ

ନୂଆଦିଲ୍ଳୀ: କୃଷି ଆନ୍ଦୋଳନକୁ ଆସନ୍ତାକାଲି ୪ ମାସ ପୂରିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ବିଲକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିଷାନ ମୋର୍ଚ୍ଚା ଆସନ୍ତା କାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ ।…

୨୬ରେ ଭାରତ ବନ୍ଦ ଡାକରା ଦେଲେ କୃଷକ…

ନୂଆଦିଲ୍ଲୀ: ଦୀର୍ଘ ୪ମାସ ହେଲାଣି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଚାଷୀ। ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିବା ପରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ। ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ। ଗତକାଲି ସିଂଘୁ…

ଇଣ୍ଡିଗୋ କ୍ରୁ ମେମ୍ବରଙ୍କ ଭିଡିଓ…

ଚଣ୍ଡୀଗଡ଼: ଡିସେମ୍ବର ୮ ତାରିଖ ଦିନ ଦେଶର ବିଭିନ୍ନ କୃଷକ ସଂଗଠନ ଦ୍ବାରା ଭାରତ ବନ୍ଦ ଡାକରା ହୋଇଥିଲା। ନୂଆ କୃଷି ଆଇନ୍‌କୁ ବିରୋଧ କରି କୃଷକ ସଂଗଠନ ମାନ ଭାରତ ବନ୍ଦ ଡାକରା ଦେଇଥିଲେ। କୃଷକଙ୍କ ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ କରିଥିଲେ। ଯାହାଫଳରେ ପଞ୍ଜାବ, ହରିୟାଣା ଭଳି…

ଭାରତ ବନ୍ଦକୁ ନେଇ କଟାକ୍ଷ କଲେ କଙ୍ଗନା,…

ମୁମ୍ବାଇ: ନିଜର ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚାରେ‌ କଙ୍ଗନା ରଣାୱତ। କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା କଙ୍ଗନା ଏବେ ଭାରତ ବନ୍ଦକୁ ନେଇ କଟାକ୍ଷ କରିଛନ୍ତି। ସେ ମଜାଳିଆ ଢ଼ଙ୍ଗରେ ଭାରତ ବନ୍ଦକୁ ନେଇ ଏକ ଟ୍ବିଟ କରିଛନ୍ତି।…

ଆଜି ଭାରତ ବନ୍ଦ: ରାଜ୍ୟରେ ଚକ ଅଖ ବନ୍ଦ

ଭୁବନେଶ୍ୱର: ଆଜି ଭାରତ ବନ୍ଦ। କେନ୍ଦ୍ରର ନୂଆ କୃଷି ଆଇନ୍ ଉଚ୍ଛେଦ ଦାବିରେ ଦେଶର ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଦେଶବ୍ୟାପୀ ଆନ୍ଦୋଳନ ଓ ବିକ୍ଷୋଭ କରିବେ ଚାଷୀ। ଏହି ସମୟରେ ଚକ ଅଖ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଆନ୍ଦୋଳନରୁ ଅତ୍ୟାବଶ୍ୟକ…

ଦିନସାର ବନ୍ଦ, ୩ଟା ଯାଏ ଚକାଜାମ୍‌

ନୂଆଦିଲ୍ଲୀ: ଆସନ୍ତା କାଲିର ଚାଷୀଙ୍କ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଘ। ଦିନ ସାରା ଦେଶରେ ବନ୍ଦ ପାଳନ। ଦିନ ୩ଟା ଯାଏଁ ଚକା ଜାମ୍। ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେବ ଭାରତ ବନ୍ଦ। ଦିଲ୍ଲୀ- ହରିୟାଣା ସିଙ୍ଘୁ ସୀମାରୁ ଚାଷୀ ନେତା ଦର୍ଶନ ପାଲଙ୍କ ସୂଚନା। ତେବେ ବନ୍ଦ ପାଇଁ ହୋଇଥିବା ମଞ୍ଚକୁ…

ଭାରତ ବନ୍ଦକୁ କଂଗ୍ରେସର ପୂର୍ଣ୍ଣ…

ଭୁବନେଶ୍ୱର: ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ଚଳାଇଥିବା ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ନୂଆ କୃଷି ଆଇନକୁ ବିରୋଧ କରି ୪୦ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତବନ୍ଦ ଡାକରା ଦିଆଯାଇଛି। ଭାରତ ବନ୍ଦ ଡାକରାକୁ…

ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ…

ନୂଆଦିଲ୍ଲୀ: ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲେ ଆନ୍ଦୋଳନରତ କୃଷକ। କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି କୃଷକ। ୪ ଥର ବୈଠକ ପରେ ବି ନିଷ୍କର୍ଷ ବାହାରିପାରୁନି। ଏହାସହ ଏବେ ଯାଏଁ କୃଷକ ଆନ୍ଦୋଳନ ଜାରି ରଖିଛନ୍ତି। ନୂତନ କୃଷିବିଲକୁ ବିରୋଧ କରି ପଞ୍ଜାବ, ହରିଆଣା ଓ ଦେଶର ଅନ୍ୟକିଛି ରାଜ୍ୟର…