ପର୍ଯ୍ୟଟକଙ୍କ ପାଇଁ ଜାନୁଆରୀ ୪ରୁ…
ଓଏଲ୍ ବ୍ୟୁରୋ : ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ୧୧ଦିନ ବନ୍ଦ ରହିବା ନେଇ ସୂଚନା। କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଉଦ୍ୟାନ। ପର୍ଯ୍ୟଟକଙ୍କ ପାଇଁ ଜାନୁଆରୀ ୪ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ।
କୁମ୍ଭୀର ଗଣନା ପାଇଁ ବିଶେଷଜ୍ଞ ଡକ୍ଟର ସୁଧାକର…