Odisha Link
Bridging the Missing Links in Odisha
Browsing Tag

Bhopal

୪୦୦ ଫୁଟ ତଳେ ଜୀବନ ସହ ଲଢ଼ୁଛି ତନ୍ମୟ,…

ଓଏଲ୍ ବ୍ୟୁରୋ : ଫସିଯାଇଛି ୮ବର୍ଷ ପୁଅର ଜୀବନ। ୪୦୦ ଫୁଟ ଗଭୀର କୂଅରେ ଜୀବନ ସହ ଲଢ଼ୁଛି ତନ୍ମୟ। ଏନଡିଆରଏଫ ଓ ଏସଡିଆରଏଫ ଦ୍ୱାରା ୪ ଦିନ ହେଲାଣି ଚାଲିଛି ଉଦ୍ଧାର କାର୍ଯ୍ୟ। ଏହି ଅଘଟଣ ଘଟିଛି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭି ଗ୍ରାମରେ ଏବଂ ଘଟଣାସ୍ଥଳରେ ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା…

ଟିକା ନେଲେ ମିଳିବ ସ୍ମାର୍ଟଫୋନ୍

ଭୋପାଳ: ଟିକା ନେଲେ ମିଳିବ ସ୍ମାର୍ଟଫୋନ୍। କରୋନା ଟିକା ନେଲେ ମାଗଣାରେ ମିଳିବ ମୋବାଇଲ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣ ଏକ ସ୍ମାର୍ଟଫୋନ୍ ଜିତିବାର ସୁଯୋଗ ପାଇପାରିବେ। ଏଭଳି ଏକ ନିଆରା ପଦକ୍ଷେପ ନେଇଛି ଭୋପାଳ ଜିଲ୍ଲା ପ୍ରଶାସନ। କରୋନା ଭାଇରସର…

କରୋନା: ଗୋଟିଏ ଛାତିଥରା ଛବି

ଉପର ଛବିଟି ହେଉଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସ୍ଥିତ ଭଗଭଦା ଶ୍ମଶାନ ଘାଟର ଆକାଶ ମାର୍ଗରୁ ନିଆଯାଇଥିବା ସ୍ଥିରଚିତ୍ର। ଗତକାଲି (ଏପ୍ରିଲ ୧୫, ଗୁରୁବାର) ସଂଧ୍ୟା ୭ଟା ୧୦ ମିନିଟରେ ଏ ଛବିଟି ଉଠାଯାଇଛି। ଏକାଥରକେ ୪୦ରୁ ଅଧିକ ଶବ ପୋଡ଼ାଯାଉଥିବାର ଏ ଚିତ୍ରରେ ଦେଖିବାକୁ ମିଳିଛି। ଆଜି ସକାଳେ ବହୁଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୩…

ଭୋପାଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍‌-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଚାଲିଗଲା ୧୩ ଜଣଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଗ୍ବାଲିଅର ଜିଲ୍ଲାର ପୁରାନୀ ଛଓ୍ବାନୀରେ ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଥିବା ବେଳେ ଅଟୋ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଜାତୀୟ…

କେନାଲକୁ ଖସିଲା ଯାତ୍ରୀବାହୀ ବସ୍, ୩୮…

ଭୋପାଲ: ମଧ୍ୟପ୍ରଦେଶ ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ବର୍ତ୍ତମାନ ସୁଦ୍ଧା କେନାଲରୁ ୩୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଆହୁରି ବହୁ ଯାତ୍ରୀ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଏସଡିଆରଏଫ୍‌ ଟିମ୍‌ ପହଞ୍ଚି…

ଭୋପାଳରେ ପେଟ୍ରୋଲର ଦର ବୃଦ୍ଧି, ଲିଟର…

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭୋପାଳରେ ପେଟ୍ରୋଲର ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଛି। ତେବେ ଆଜି ରାଜଧାନୀରେ ଡିଜେଲ ଲିଟର ପିଛା ୮୦.୧୦ ଟଙ୍କାରେ ବିକ୍ରି ହୋଇଛି। ପେଟ୍ରୋଲ ପମ୍ପ ମାଲିକ ସଂଘର ସଭାପତି ଅଜୟ ସିଂଙ୍କ ସୂଚନା ଅନୁସାରେ ସମଗ୍ର ବିଶ୍ୱରେ…

ସ୍ତ୍ରୀଙ୍କୁ ପିଟିଲେ ଆଇପିଏସ ; ଭିଡ଼ିଓ…

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଡିଜି ସ୍ତରୀୟ ଅଧିକାରୀ ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବେ ମାଡ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବେ ମାଡ ଦିଆଯାଉଛି ଭିଡ଼ିଓଟିରେ ଦେଖିବାକୁ ମିଳିଛି।ପୂର୍ବରୁ ପୁରୁଷୋତମ ଏସଟିଏଫ ଡିଜି…

ନବ ବିବାହିତାଙ୍କୁ କରୋନା: ବିବାହର ୨ ଦିନ…

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ନବବିବାହିତା ମହିଳାଙ୍କୁ କରୋନା ହୋଇଥିବା ଜଣାପଡ଼ିବା ପରେ ବିବାହ ସୁଖ ମୁଲି ଯାଇଛି। ବିବାହର ମାତ୍ର ଦୁଇଦିନ ପରେ ସବିବାହ କାର୍ଯ୍ୟ କରିଥିବା ପଣ୍ଡିତ ଓ ମହିଳାଙ୍କ ସ୍ବାମୀଙ୍କ ସମେତ ୩୦ ଜଣ ପରିବାର ସଦସ୍ୟଙ୍କୁ କ୍ବାରାଣ୍ଟିନରେ ରହିବାକୁ ପଡ଼ିଛି। ଭୋପାଳ ଜିଲ୍ଲାର ଜାତ…

ନିଆରା ବିବାହ: ସାମାଜିକ ଦୂରତା ମାନି…

ଭୋପାଳ: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ମଧ୍ୟରେ ହେଲା ବାହାଘର। ନିଆରା ଶୈଳୀରେ ବିବାହ ହେଲେ ବରକନ୍ୟା। ଯାହାର ଏକ ଭିଡିଓ ସୋଶିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ଭିଡିଓଟିରେ ବରକନ୍ୟା ସାମାଜିକ ଦ୍ବରତ୍ବକୁ ନଜରରେ ରଖି ଏକ ବାଡ଼ି ସାହାଯ୍ୟରେ ଫୁଲମାଳ ପିନ୍ଧାଉଥିବା ଦେଖିବାକୁ…

ଖସିଲା ରେଳ ଷ୍ଟେସନ ଓଭରବ୍ରିଜ ଛାତ

ଭୋପାଳ : ଆଜି ସକାଳେ ଭୋପାଳ ରେଳ ଷ୍ଟେସନରେ ଘଟିଛି ଅଘଟଣ। ରେଳ ଷ୍ଟେସନରେ ଥିବା ଫୁଟ୍‌ ଓଭରବ୍ରିଜର ଏକ ଅଂଶ ଖସିପଡ଼ିବାରୁ ୬ ଯାତ୍ରୀ ଆହତ ହୋଇଛନ୍ତି। ପ୍ଲାଟଫର୍ମ ନମ୍ବର ୩ରେ ଥିବା ଓଭର ବ୍ରିଜ୍‌ର ଛାତ ଖସିପଡିଛି। ଛାତ ଖସିବା ପରେ ଭୟରେ ଯାତ୍ରାମାନେ ଏଣେ ତେଣେ ଦୌଡିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ…