Odisha Link
Bridging the Missing Links in Odisha
Browsing Tag

Bhubanewsar

ମଞ୍ଚେଶ୍ବରରେ ଚାଞ୍ଚଲ୍ୟ: ସ୍ତ୍ରୀଙ୍କୁ…

ଭୁବନେଶ୍ୱର: ସ୍ତ୍ରୀଙ୍କୁ ନିସ୍ତୁକ ପିଟିଲେ ସ୍ୱାମୀ। ଫଳରେ ପତ୍ନୀ ଚେତା ହରାଇ ତଳେ ପଡ଼ିଗଲେ। ମାଡ଼ରେ ସ୍ତ୍ରୀ ମରିଗଲେ ବୋଲି ଭାବି ସ୍ୱାମୀ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ। ମୃତ ବ୍ୟକ୍ତିଙ୍କ ନାମ ପ୍ରଦୀପ୍ତ କୁମାର ପାତ୍ର।…

ଗିରଫ ଅଭିଯୁକ୍ତ ସରୋଜ ସେଠୀର ହେବ…

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ କୋର୍ଟକରେ ଅନୁମତି ଲୋଡ଼ିଛି ଏସଆଇଟି। ପକ୍ସୋ କୋର୍ଟରେ ସରୋଜକୁ ରିମାଣ୍ଡରେ ନେବା ପାଇଁ ଏସଆଇଟି ଆବେଦନ କରିଛି। ପ୍ରକାଶ ଯେ, ଏସଆଇଟି ଅଭିଯୁକ୍ତ ସରୋଜକୁ ପରୀ ମୃତ୍ୟୁ ୪ ମାସ ପରେ ଗିରଫ କରିଥିଲା।…

କରୋନା: ରାଜଧାନୀରୁ ୩୪ଜଣ ଆକ୍ରାନ୍ତ…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂଖ୍ୟା। ଆଜି ଭୁବନେଶ୍ବରରେ ୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍ ୬ ରହିଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୨୮ ରହିଛି। କ୍ବାରେଣ୍ଟାଇନ୍‌ କେସ୍‌ରୁ ଚନ୍ଦ୍ରଶେଖରପୁର ୨, ନୀଳାଦ୍ରିବିହାର ୨…

ଭୁବନେଶ୍ବରରେ ଖୋଲା ଅକାଶ ତଳେ ଶୋଇବା ମନା

ଭୁବନେଶ୍ୱର: ଏଣିକି ଆଉ କେହି ଭୁବନେଶ୍ବରରେ ଖୋଲା ଆକାଶ ତଳେ ଶୋଇବେ ନାହିଁ । ରାସ୍ତାକଡ଼ ଫୁଟପାଥରେ ଶୋଇବାକୁ ମନା କରାଯାଇଛି। ଏ ନେଇ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ବିଏମସି ପକ୍ଷରୁ କୁହାଯାଇଛି, ବାସହୀନ ଲୋକେ ଯେପରି ରାସ୍ତାକଡ଼…

କରୋନା: ଆଜି ରାଜଧାନୀରୁ ୭୪ ଚିହ୍ନଟ, ୨୧୪…

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ କରୋନ ସଂକ୍ରମଣ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ଆଉ ୭୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୩୧୦ରେ ପହଞ୍ଚିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୬ ଜଣ ରହିଥିବା ବେଳେ ୫୮ ଜଣ…

କରୋନା: ରାଜଧାନୀରୁ ୯୩ ପଜିଟିଭ ଚିହ୍ନଟ,…

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ଆଉ ୯୩ ଜଣ କରୋନା ପଜିଟିଭ। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯୮୫ରେ ପହଞ୍ଚିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୨୧ ଜଣ ରହିଥିବା ବେଳେ ୭୨ ଜଣ…

କରୋନା: ରାଜଧାନୀରୁ ୮୮ କରୋନା ପଜିଟିଭ୍…

ଭୁବନେଶ୍ୱର: ଦୀର୍ଘ ୭ ମାସ ପରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୮୮ ଜଣ କରୋନା ପଜିଟିଭ୍। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭୮୨ରେ ପହଞ୍ଚିଛି ।ମଙ୍ଗଳବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୭ ଜଣ ରହିଥିବା ବେଳେ ୭୧ ଜଣ…

ରାଜଧାନୀରେ ଲୁଟିନେଲେ ଲୁଟେରା

ଭୁବନେଶ୍ବର: ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍‌ ଅଞ୍ଚଳରୁ ଅଭିନବ ଭାବରେ ଡକାୟତି। ଏୟାରପୋର୍ଟ ଅଞ୍ଚଳର ଏକ ମାର୍ବଲ ସୋ ରୁମରୁ ବିଳମ୍ବିତ ରାତିରେ ଲୁଟ ଅଭିଯୋଗ ହୋଇଛି। ମାର୍ବଲ ସୋ ରୁମ୍‌ ଆଜବେଷ୍ଟସ ଛାତକୁ କଟରରେ କାଟି ପଶି ଲୁଟି ନେଇଛନ୍ତି ଲୁଟେରା। ସୋ ରୁମ୍‌ ଭିତରେ ମଦ, ମାଂସର ପାର୍ଟି କରିବା ସହ…