Odisha Link
Bridging the Missing Links in Odisha
Browsing Tag

Bijepur

ମନ୍ତ୍ରୀ ରୀତା ସାହୁଙ୍କ ପୁଅ ନାଁରେ ଏତଲା

ଓଏଲ୍‌ ବ୍ୟୁରୋ: ବିଜେପୁରରେ ଗୋଷ୍ଠୀ ସଂଘର୍ଷ। ଏପରିକି ବିଜେପୁର ଥାନାରେ ମନ୍ତ୍ରୀ ରୀତା ସାହୁଙ୍କ ପୁଅ ନାଁରେ ଏତଲା ଦେଇଛନ୍ତି ବିଜେପୁର ଏନଏସି ଅଧ୍ୟକ୍ଷା ସୀତା ବାରିକ। ଗତକାଲି ମେଡିକାଲ ସାମ୍ନାରେ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ। ଯାହାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଦିଆଯାଇଛି…

ବିଜେପୁର: ରୀତାଙ୍କୁ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ। ଫଳରେ ବିଭିନ୍ନ ମହଲରୁ ତାଙ୍କୁ ମିଳୁଛି ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରୀତା ସାହୁଙ୍କୁ ଟୁଇଟର ଯୋଗେ ଅଭିନନ୍ଦନ ଜଣାଇଛନ୍ତି।…

ବିଜେପୁରରେ ପୁଲିସ ଡିଜିଙ୍କ ସମୀକ୍ଷା…

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ପୁଲିସ ଡିଜି ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ବରଗଡ ପୁଲିସ ମୁଖ୍ୟାଳୟରେ ବସିଥିବା ବୈଠକରେ ନିର୍ବାଚନ ସମୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା। ଏହି ବୈଠକରେ ପଶ୍ଚିମାଂଚଳ ଆଇଜି, ଡିଆଇଜି…

ବିଜେପୁର ନର୍ବାଚନ: ନାମାଙ୍କନ ଭରିଲେ ୩…

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇସାରିଛି। ତେବେ ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ସବୁ ଦଳର ପ୍ରାର୍ଥୀ ନିଜ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା, ବିଜେଡି ପ୍ରାର୍ଥୀ ରୀତା ସାହୁ ଓ ବିଜେପି…

ଆସନ୍ତା କାଲି ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ଫାଇଟ। ଏନେଇ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି। କେବଳ ବିଜେପି ତାର ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଆସନ୍ତାକାଲି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ। ଏହି ସୂଚନା…

ବିଜେପୁର ଉପନିର୍ବାଚନ ପୂର୍ବରୁ ପୁଣି…

ବିଜେପୁର: ବରଗଡ ଜିଲ୍ଲାର ବିଜେପୁରରେ ଉପନିର୍ବାଚନରେ ଦେଖିବାକୁ ମିଳିଛି ହିଂସାକାଣ୍ଡ। ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ। ବିଜେପୁର ସୋହେଲା ରାସ୍ତା ଦେଇ କନାପାଳି ଗାଁ ଠାରେ ଏହି ଆକ୍ରମଣ ହୋଇଛି। ଏବେ ଗୁରୁତର ଅବସ୍ଥାରେ ମନୋରଞ୍ଜନଙ୍କୁ ବିଜେପୁର ହସ୍ପିଟାଲରେ ଭର୍ତ୍ତି…

ଦିଲ୍ଲୀପ ପଣ୍ଡା ହେଲେ ବିଜେପୁରରୁ…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ଦଳ ତାର ପ୍ରାର୍ଥୀ ନାମ ଘୋଷଣା କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ନାମ ଘୋଷଣା କରିଛନ୍ତି। ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିବ। ଏହାସହିତ ବିଜେପୁରରୁ ଦଳୀୟ ପ୍ରାର୍ଥୀ ହେବାକୁ…

ନିରଞ୍ଜନ ମାଗିଲେ ଟଙ୍କା !

ଭୁବନେଶ୍ୱର: ବିଜେପୁର ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଗ ଭିଡ଼ିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ତେବେ ନିର୍ବାଚନରେ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ପାଇଁ। ଏକଥା ଆମେ କହୁ ନାହୁଁ। ଏହି କଥା ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ପାଖରେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ନିମନ୍ତେ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସିଇଓ ଶ୍ରୀ କୁମାର ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୦୨-ବିଜେପୁର…

୨୪/୨୫ରେ କଂଗ୍ରେସ ପ୍ରାର୍ଥୀ ଚୟନ:…

ଭୁବେନଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଫାଇଟ। ବିଜେପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍। ଆଉ ମାତ୍ର ଏକ ମାସ ସମୟ। ବିଜେପୁର ଲାଗି ନିର୍ବାଚନ କମିଶନ ଆଜି ବିଧିବଦ୍ଧ ଭାବେ ବିଗୁଲ ବଜାଇଛନ୍ତି। ଆଜି ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ଟି ମୁଖ୍ୟ ରାଜନୈତିକ ଦଳ ବିଜେଡି,…