Odisha Link
Bridging the Missing Links in Odisha
Browsing Tag

Biju Pattnaik

ବିଜୁ ପଟ୍ଟନାୟକଙ୍କୁ ମିଳୁ ଭାରତରତ୍ନ…

ଓଏଲ୍‌ ବ୍ୟୁରୋ : ବହୁଦିନର ବ୍ୟବଧାନ ପରେ ପୁଣି ଉଠିଲା ସ୍ବଗର୍ତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦାବି। ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ଦାବି କଲା ଜେଡିୟୁ। ବିଜୁ ବାବୁଙ୍କ ଅବଦାନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛି…

ବିଜୁ ବାବୁଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଟ୍ବିଟ୍‌ କରି ମେନପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି ତାଙ୍କ ଟ୍ବିଟ୍‌ ପେଜ୍‌ରେ ୧୯୪୫ର ଏକ ପ୍ରଶସ୍ତିପତ୍ରକୁ ଅପ୍‌ଲୋଡ୍ କରିବା ସହ…

ଫିଟ୍ ଇଣ୍ଡିଆ ଗଣଦୌଡ଼

ଭୁବନେଶ୍ବର: ସୈନିକ ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୨ତମ ଜନ୍ମ ବା‌ର୍ଷିକ ଉପଲକ୍ଷେ ସୈନିକ ସ୍କୁଲ୍ ପୁରାତନ ଛାତ୍ର ସଂସଦ ଏବଂ ଓଡ଼ିଶା ଖଣି ନିଗମ ମିଳିତ ସହଯୋଗରେ ଆଜି ଅନୁଷ୍ଠିତ ହୋଇଯାଇଛି ଏକ ଗଣଦୌଡ଼। ସ୍କୁଲ୍ ପରିସରରୁ ଆରମ୍ଭ ହୋଇ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ହୋଇଥିଲା…