Odisha Link
Bridging the Missing Links in Odisha
Browsing Tag

BJP MP

ବିଜେପି ସାଂସଦଙ୍କ ପରିବାରରେ…

ଲକ୍ଷ୍ନୌ: ମୋହନଲାଲଗଞ୍ଜ ସଂସଦୀୟ କ୍ଷେତ୍ରର ଭାରତୀୟ ଜନତା ପାର୍ଟି ସାଂସଦ କୌଶଳ କିଶୋରଙ୍କ ପରିବାରରେ ହାଇ ଭୋଲଟେଜ୍ ଡ୍ରାମା। ସାଂସଦଙ୍କ ବୋହୂ ଘର ସାମ୍ନାରେ ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ରହିଛି। ସାଂସଦଙ୍କ…

ବହୁସଂଖ୍ୟକ ସାବଧାନ ରୁହନ୍ତୁ, ନଚେତ୍‌…

ନୂଆଦିଲ୍ଲୀ: ଲୋକସଭାରେ ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦେଇଥିବା ଅଭିଭାଷଣ ଉପରେ ଚର୍ଚ୍ଚା କରୁଥିଲେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ। ଚର୍ଚ୍ଚା ସମୟରେ ତେଜସ୍ବୀ ଶାହିନ୍‌ ବାଗ୍‌ରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଉପରେ ଆଲୋଚନ କରିଥିଲେ। ସେ କହିଥିଲେ ଯେ, ବହୁସଂଖ୍ୟକ ସମାଜ ସତର୍କ ରହିବା ଜରୁରୀ ଅଟେ।…

ଭାରତ ଏକ ହିନ୍ଦୁ ରାଷ୍ଟ୍ର: ରବି କିଶନ

ନୂଆଦିଲ୍ଲୀ: ଚର୍ଚ୍ଚାରେ ବିଜେପି ସାଂସଦ ତଥା ଲୋକପ୍ରିୟ ଅଭିନେତା ରବି କିଶନ। ତାଙ୍କର ଏକ ବୟାନକୁ ନେଇ ସବୁଆଡେ ଚର୍ଚ୍ଚା। ଆଜି ସଂସଦ ବାହାରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଭାରତ ଏକ ହିନ୍ଦୁ ରାଷ୍ଟ୍ର ବୋଲି କହିଛନ୍ତି ରବି କିଶନ। ସେ କହିଛନ୍ତି ଯେ, ଦେଶରେ ୧୦୦ କୋଟି ହିନ୍ଦୁ ବସବାସ କରୁଛନ୍ତି। ତେବେ…

ଦଳିତ ବିଜେପି ସାଂସଦଙ୍କୁ ମନ୍ଦିର ମନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ  ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଚିତ୍ରଦୁର୍ଗର ବିଜେପି ସାଂସଦ ଜଣେ ଦଳିତ ହୋଇଥିବାରୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଏକ ମନ୍ଦିରରେ ତାଙ୍କୁ ପୂରାଇ ଦିଆଯାଉ ନାହିଁ । ଏହି ମାମଲା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ନାରାୟଣସ୍ୱାମୀ ଆଜି ତୁମାକୁରୁ…