Odisha Link
Bridging the Missing Links in Odisha
Browsing Tag

Black Magic

ଅନ୍ଧବିଶ୍ୱାସ ନେଲା ମହିଳାଙ୍କ ଜୀବନ

ଓଏଲ୍‌ ବ୍ୟୁରୋ : ଆଜିବି ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରି ଲୋକଙ୍କର ମୃତ୍ୟୁ ହେଉଛି। ଡାହାଣୀ ଭୟରେ ଜଣେ ମହିଳାଙ୍କୁ ମାରି ଦିଆଯାଇଥିବା ଜଣା ପଡିଛି। ଘଟଣାଟି କଟକ ଜିଲ୍ଲା ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି। ସ୍ତ୍ରୀ ଓ ପିଲା ଦେହ ଭଲ ରହୁ ନ ଥିବାରୁ ଡାକ୍ତର ଦେଖାଇ ସୁସ୍ଥ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମାଡ଼…

ବଲାଙ୍ଗୀର: ଆଧୁନିକ ବିଜ୍ଞାନ ଯୁଗରେ ଆଜି ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣ ଦୂର ହୋଇପାରିନାହିଁ। ଆଜି ମଧ୍ୟ କିଛି ଲୋକେ ଏହାକୁ ବିଶ୍ବାସ କରୁଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପରୁଆଭାଡ଼ି ଗାଁରେ। ଗୁଣିଗାରେଡ଼ି କରି ଗାଁଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ…

ଗୁଣିଗାରେଡି ସନ୍ଦେହରେ ମା’କୁ…

ଜବଲପୁର: ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରରେ ପାଦ ଥିାପିଥିବା ବେଳେ ଗୁଣିଗାରେଡି ଅନ୍ଧ ବିଶ୍ବାସର ବଶବର୍ତ୍ତୀ ଘଟଣା ବି ଦେଖିବାକୁ ମିଳୁଛି। ଜବଲପୁରର ଗର୍ଦ୍ଦା ଖମାରିଆରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ୮୦ ବର୍ଷ ବୟସ୍କ ମା’ଙ୍କୁ ହତ୍ୟା କରିଛି ନିର୍ଦ୍ଦୟ ପୁଅ। ମା’ ଗୁଣିଗାରେଡି କରି…

ଗୁଣି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରି…

ପୁରୀ: ଯୁଗ ଯେତେ ଆଗେଇଲେ ମଧ୍ୟ ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହେଇଯାଉଛି। ଅନ୍ଧବିଶ୍ୱାସର ପୁଣି ଏକ କରୁଣ ପରିଣତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଅଞ୍ଚଳରେ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଗାଁ ଲୋକେ ମାଡ଼ ମାରିଥିବା ଅଭିଯୋଗ…

ଡାକ୍ତରଖାନାରେ ମୃତ ମହିଳାଙ୍କୁ…

ଉଦଳା: ଆଧୁନିକ ଯୁଗରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ମଣିଷ ସମାଜ। ଏପରି ଏକ ଘଟଣା ଦେଖିବାକୁ ମଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ଡାକ୍ତରଖାନାରେ ଦେଖିବାକୁ ମିଳିଛି ଝଡ଼ାଫୁଙ୍କା ଘଟଣାର ଚିତ୍ର। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର…

ଗୁଣି ଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ…

ନବରଙ୍ଗପୁର : ଗୁଣି ଗାରେଡ଼ି ସନ୍ଦେହରେ ତିନି ଜଣଙ୍କୁ ନିର୍ଯାତନା ଅଭିଯୋଗ ଆସିଛି । ଗରମ ଗୋବର ପାଣିରେ ୩ ଜଣଙ୍କର ହାତ ଜବରଦସ୍ତି ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି । ତିନି ଜଣଙ୍କର ହାତ ପୋଡ଼ି ଯାଇଛି । ନବରଙ୍ଗପୁର ଥାନା ନୂଆଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ଗୋଟିଏ ପରିବାରର ତିନି ଜଣ…