Odisha Link
Bridging the Missing Links in Odisha
Browsing Tag

Blast

ଅକ୍ସିଜେନ୍ ପ୍ଲାଣ୍ଟରେ ଭୟଙ୍କର…

ଓଏଲ୍‌ ବ୍ୟୁରୋ: ଅକ୍ସିଜେନ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଂଲାଦେଶର ଚଟଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ ଅଞ୍ଚଳରେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସେହି ଅଞ୍ଚଳର ଲୋକ ଘର ବାହାରକୁ ଚାଲି…

ଚିମିନି ବିସ୍ଫୋରଣ, ୭ ମୃତ

ଓଏଲ୍‌ ବ୍ୟୁରୋ : ଏକ ଭୟାନକ ଦୁର୍ଘଟଣା ସାମ୍ନାକୁ ଆସିଛି। ଇଟା ଭାଟିରେ ଭୟଙ୍କର ବିସ୍ଫୋରଣ ହେବା ଦ୍ୱାରା ଚିମିନିରେ ନିଆଁ ଲାଗି ଦୁର୍ଘଟଣା ଘଟିଛି। ବିସ୍ଫୋରଣରେ ୭ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଲୋକ ଫସିରହିଥିବା ଆଶଙ୍କା କରଯାଉଛି। ଘଟଣାଟି ଘଟିଛି ବିହାରର ମୋତିହାରିରେ। ରାମଗରୱା ନରିର୍ଗିର୍‌ରେ…

ମାଟିରେ ମିଶିଲା ବିଶାଳକାୟ ଚିମିଣି

ଓଏଲ୍‌ ବ୍ୟୁରୋ: ମାଟିରେ ମିଶିଲା ୧୬୦ ମିଟର ଉଚ୍ଚତା ବିଶିଷ୍ଠ ଚିମିଣି। ଲାନ୍‌କୋ କମ୍ପାନୀ ଦ୍ବାରା ନିର୍ମିତ ବିଶାଳକାୟ ଚିମିଣି ଭାଙ୍ଗିଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ। ଲାନ୍‌କୋ କମ୍ପାନୀ କାର୍ଯ୍ୟକ୍ଷମ ନହେବାରୁ ଏହା ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ିଥିଲା। ଯାହାଫଳରେ ଏହାକୁ ଭାଙ୍ଗିବାକୁ…

ବିସ୍ଫୋରକ ସାଜିଲା ସ୍ମାର୍ଟ ଫୋନ 

ଓଏଲ୍ ବ୍ୟୁରୋ : ଗେମ ଖେଳୁ ଖେଳୁ ଫାଟିଲା ମୋବାଇଲ। ବିସ୍ଫୋରଣ ମୋବାଇଲ ଦ୍ୱାରା ୧୩ବର୍ଷର ନାବାଳକ ଆହତ। ଘଟଣାଟି ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ମଥୁରା ଅଂଚଳରୁ ଏବଂ ମୋବାଇଲ ଫାଟିବାରୁ ଗେମ ଖେଳୁଥିବା ନାବାଳକ ପେଟ ଓ ମୁହଁ ସହ ହାତରେ ମଧ୍ୟ ଗଭୀର ଆଘାତ ଲାଗିଛି। ନାବାଳକଙ୍କ ପରିବାର ଲୋକଙ୍କ ସୂଚନା…

ଖଣିରେ ବିସ୍ଫୋରଣ, ଚାଲିଗଲା ୧୦ ଜୀବନ

ବିଶାଖାପାଟଣା: ରାଜ୍ୟରେ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାରି ଭିତରେ ଆସିଛି ଏକ ବଡ଼ ଦୁଃଖଦ ଖବର। ତାହା ହେଲା ଖଣିରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି।  ଆନ୍ଧ୍ରପ୍ରଦେଶ କଡ଼ାପା ଜିଲ୍ଲା କାଲାସାପାଡୁର ମାମିଲାପାଲ୍ଲେ ଗ୍ରାମରେ ଏହି ଅଘଟଣ ଘଟିଛି।  ମମିଲାପାଲେ ଖଣିରେ ଜିଲୋଟିନ…

ଷ୍ଟୋଭ୍ ଫାଟି ମହିଳା ମୃତ

ଢେଙ୍କାନାଳ: ଷ୍ଟୋଭ୍ ଫାଟି ମହିଳା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଯାଆନ୍ଦାପଶି ଗାଁରେ। ଆଜି ସକାଳ ସମୟରେ ଷ୍ଟୋଭ ଫାଟି ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ସୀମା ଭୋଇ(୩୦)। ସୂଚନା ମୁତାବକ, ରୋଷେଇ କରୁଥିବା ସମୟରେ ଷ୍ଟୋଭ…

ପଥର ଖାଦାନରେ ବିସ୍ଫୋରଣ, ୬ ଶ୍ରମିକ ମୃତ

ବେଙ୍ଗାଲୁରୁ: ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ପୋରଣରେ ୬ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି ଓ ଅନେକ ଶ୍ରମିକ ଗୁରୁତର ହୋଇଥିବା ସୂଚନାମିଳିଛି। ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି କର୍ଣ୍ଣାଟକର ଚିକାବଲାପୁର ଜିଲ୍ଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ। ପ୍ରକାଶ ଯେ, ପଥର ଫଟାଇବା ପାଇଁ ଥିବା…

ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ,…

ମାଲକାନଗିରି: ମାଥିଲି ବ୍ଲକର କର୍ତନପଲ୍ଲୀ ନିକଟସ୍ଥ ଗୋଗପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋାଗ୍ୟ ଯେ, ପ୍ରତିଦିନ ଭଳି ଆଜି ସକାଳୁ…

ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ: ୮ ଜଣ…

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ୮ ଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହାତଙ୍କ ସଂଖ୍ୟା ନେଇ କ୍ୟାପିଟାଲ୍‌ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ୮ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି,…

ପ୍ଲାଣ୍ଟରେ ପାଇପ୍‌ ଫାଟି ୪ ଗୁରୁତର

ଗଞ୍ଜାମ: ଗଞ୍ଜାମ ବ୍ଲକ ଗ୍ରାସିମ୍‌ କମ୍ପାନୀରେ ପାଇପ୍‌ ଫାଟି ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। କମ୍ଫାନୀର ଷ୍ଟିମ୍‌ ପାଇପ ଫାଟି ଯିବାରୁ ପୋଡ଼ି ହୋଇ ଯାଇଛନ୍ତି ୪ ଜଣ ଶ୍ରମିକ। ଜଣେ ଇଞ୍ଜିନିୟର ଓ ଅନ୍ୟ ୩ କର୍ମଚାରୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସମସ୍ତ ୪ ଜଣ ଗୁରୁତରଙ୍କୁ ପ୍ରହ୍ମପୁର ଏମକେସିଜି…