ଜଳୁଛି ଓଡ଼ିଶା: ୪୬ ଡିଗ୍ରୀ ଉପରେ ୩ ସହର,…
ଓଏଲ୍ ବ୍ୟୁରୋ: ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା। ପ୍ରବଳ ଖରାରେ ଜଳୁଛି ଓଡ଼ିଶା। ଦେଶର ରାଜଧାନୀ ଦିଲ୍ଲୀରେ ତାପାମାତ୍ର ୫୨ ଡିଗ୍ରୀ ପାାର ହୋଇଥିବା ବେଳେ ଓଡ଼ିଶାରେ ୪୬ ଡିଗ୍ରୀ ପାର କରିଛି ଦିନର ତାପମାତ୍ରା। ଆଜି ପଶ୍ଚିମ ଓଡ଼ିଶାର ୭ଟି ସହରର ତାପମାତ୍ରା ୪୫ ଡିଗ୍ରି ଉପରେ ରହିଛି। ସେହିପରି ୩ଟି ଅଞ୍ଚଳର…