Odisha Link
Bridging the Missing Links in Odisha
Browsing Tag

Bomb Blast

ଇଦ୍‌ ପୂର୍ବରୁ ଆତ୍ମଘାତୀ ବିସ୍ଫୋରଣ, ୩୫…

ବାଗଦାଦ: ଇଦ୍‌ ପୂର୍ବରୁ ଇରାକ୍ ରାଜଧାନୀର ଏକ ବଜାରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ବାଗଦାଦ ଉପକଣ୍ଠ ରାସ୍ତା କଡ଼ରେ ଘଟିଥିବା ଏହି ଭୟଙ୍କର ବିସ୍ଫୋରଣରେ ଅତି କମରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାକର ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି…

ରାଜଧାନୀରେ ବୋମାମାଡ଼

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ବର କଳ୍ପନା ଛକରୁ ଲକ୍ଷ୍ମୀସାଗର ରାସ୍ତାରେ ଥିବା ଏକ ବାର୍ ସମ୍ମୁଖରେ ବୋମା ମାଡ଼ ହୋଇଛି। ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଥିଲା ପୁରା ଅଞ୍ଚଳ। ସୂଚନାଯୋଗ୍ୟ ଯେ, ଗିତକାଲି ବିଳମ୍ବିତ ରାତିରେ ଏହି ବୋମା ମାଡ଼ ହୋଇଥିବା ବେଳେ ଆଖପାଖରେ ଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ।…

ବଳଦ ପାଟିରେ ଫୁଟିଲା ବୋମା

ଢ଼େଙ୍କାନାଳ: ବୋମାର ଶିକାର ହେଉଛନ୍ତି ଗୃହପାଳିତ ପଶୁ। ଶିକାର ପାଇଁ ଖଞ୍ଜିଥିବା ବୋମାକୁ ଗୃହପାଳିତ ପଶୁ ମାନେ ଘାସ ଭାବି ଖାଇ ଦେଇଥାନ୍ତି। ଯାହା ଫଳରେ ସେମାନେ ବୋମାର ଶିକାର ହୁଅନ୍ତି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳର ସୋଲଗାଁ ଅଞ୍ଚଳରେ ବଳଦ ବୋମାକୁ ଘାସ ଖାଇ ଦେଇଥିଲା। ତାପରେ ପାଟି…

ଚାନ୍ଦବାଲିର ବୁରିଜାଲ ଗାଁରେ ବୋମା ମାଡ଼

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଉତୁକୁଡା ଗ୍ରାମପଞ୍ଚାୟତର ବୁରିଜାଲ ଗାଁରେ କିଛିଦିନ ବ୍ୟବଧାନ ପରେ ପୁଣି ଫୁଟିଲା ବୋମା। ବୋମାମାଡ଼ରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୧୫ରୁ ଅଧିକ ଘର ଭାଙ୍ଗିଥିବା ସୂଚନା ମିଲିଛି। ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ବୋମା ବିସ୍ଫୋରଣରେ ଜଣେ ମୃତ, ୨ ଗୁରୁତର

ଗଞ୍ଜାମ: ଗଞ୍ଜାମ ବଡ଼ଗଡ଼ ଭୀମପୁର ଗାଁରେ ବୋମା ବିସ୍ପୋରଣ। ବୋମା ଭିଡୁଥିବାବେଳେ ବିସ୍ପୋରଣ ଘଟିଥିବା ଜଣାପଡିଛି। ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଭୀମପୁର ଗ୍ରାମର ବୁଲୁ ମଳିକ। ଆହତ ଦୁଇ ଜଣ ହେଲେ ଭୀମପୁର ଗ୍ରାମର ନନ୍ଦିଆ ନାୟକ ଓ ପ୍ରକାଶ…

ବିଦ୍ୟାଳୟରେ ବିସ୍ଫୋରଣ: ୭ ମୃତ, ୧୨୦ରୁ…

ପେଶାୱର: ମଙ୍ଗଳବାର ପାକିସ୍ତାନ ପେଶାୱର ଏକ ଧାର୍ମିକ ବିଦ୍ୟାଳୟରେ ବଡ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହୋଇଥିବାବେଳେ ୧୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଲେଡି ରିଡିଂ ହସ୍ପିଟାଲର ମୁଖପାତ୍ର ମହମ୍ମଦ ଅସୀମ କହିଛନ୍ତି ଯେ, ଆହତଙ୍କ ମଧ୍ୟରେ ଶିଶୁ ଅଛନ୍ତି।…

ଜଟଣୀରେ ବୋମାମାଡ଼, ୨ ଆହତ

ଜଟଣୀ: ଜଟଣୀରେ ବୋମାମାଡ଼। ବୋମାମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ଆହତ ୨ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଆଉ ଜଣେ ମହିଳା ଥିବା ନେଇ ଜଣାପଡିଛି। ବୋମାମାଡ଼ରେ ଘରର ଆଜ୍‌ବେଷ୍ଟ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ନେଇ ସନ୍ଦେହ କରାଯାଉଛି। ବୋମାମାଡ଼ରେ ପ୍ରାୟ ୭ଟି…

ବୋମା ବିସ୍ଫୋରଣ ୫ ଆହତ

ପାଟନା: ବୋମା ବିସ୍ଫୋରଣ ୫ଜଣ ଆହତ। ଏଭଳି ଏକ ଘଟଣା ଘଟିଛି ବିହାର ସ୍ଥିତ ପାଟନା ଗାନ୍ଧୀ ମୈଦାନ ଅନ୍ତର୍ଗତ ସଲିମ୍‌ପୁର ଆହରାର ୧ ନମ୍ବର ଗଳିରେ ଥିବା ଏକ ଘରେ। ବୋମା ବିସ୍ଫୋରଣ ହେବାରୁ ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ପ୍ରଚଣ୍ଡ ଥିଲା ଯେ ଏଥିରେ ଦୁଇଟି ଘର ଭାଙ୍ଗିଯାଇଛି ହୋଇଛି।…

ଚାନ୍ଦବାଲିରେ ଚିଙ୍ଗୁଡ଼ି ଚାଷୀଙ୍କୁ ବୋମା…

ଚାନ୍ଦବାଲି: ଚାନ୍ଦବାଲି ଥାନା ଅନ୍ତର୍ଗତ ଆମ୍ବିଳି ଛକ ନିକଟରେ ଗତକାଲି ରାତିରେ ଚିଙ୍ଗୁଡ଼ି ଚାଷୀ ଉପରକୁ ବୋମା ମାଡ଼ ହୋଇଛି। ଏହି ବୋମା ମାଡ଼ରେ ୨ ଜଣ ଚିଙ୍ଗୁଡ଼ି ଚାଷୀ ତଥା ବ୍ୟବସାୟୀ ଗୁରୁତର ଆହାତ ହୋଇଛନ୍ତି। ଜଣେ ଆହତଙ୍କୁ ଭଦ୍ରକ ଓ ଅନ୍ୟଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ବୋମା ମାଡ଼ର…

କଟକରେ ମିଠା ଦୋକାନ ଉପରକୁ ବୋମାମାଡ଼

କଟକ : ତିନିଟି ହତ୍ୟାକାଣ୍ଡ ପରେ ଅଶାନ୍ତ ହୋଇପଡିଛି ସିଲଭର ସିଟି। କଟକ ଖାନନଗର ପୂଜା ମଣ୍ଡପ ନିକଟରେ ଆଜି ବୋମାମାଡ଼ ହୋଇଛି। ଏକ ମିଠା ଦୋକାନ ଉପରକୁ ବୋମାମାଡ଼ କରି ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସିଥିଲେ। ମିଠା…