ଭୋଜି ଖାଇବାକୁ ଯାଇ ମାଡ଼ ଖାଇଲେ ତିନି…
ବଲାଙ୍ଗୀର: ବିବାହ ଭୋଜି ଖାଇବାକୁ ଯାଇଥିଲେ। ହେଲେ ଆକ୍ରମଣର ଶିକାର ହେଲେ ତିନି ଭାଇ। ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତର ମାଲପଡ଼ା ଗାଁରୁ ଆସିଛି।
ମିଳିଥିବା ସୂଚନା ମୁତାବିକ, ଗୋଟିଏ ପରିବାରର ୩ ଭାଇ ଏକ ବିବାହ ଭୋଜିକୁ ଯୋଗଦାନ ପାଇଁ ଆସିଥିବା ବେଳେ କୌଣସି ଘଟଣାକୁ ନେଇ…