Odisha Link
Bridging the Missing Links in Odisha
Browsing Tag

BSE ODISHA

ଡିସେମ୍ବର ୯ରୁ ମାଟ୍ରିକ ସମ୍ମେଟିଭ୍‌-୧…

ଓଏଲ୍ ବ୍ୟୁରୋ : ଚଳିତବର୍ଷ ମାଟ୍ରିକ ସମ୍ମେଟିଭ୍‌- ୧ ପରୀକ୍ଷା ଖାତା ଦେଖା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ୩୦୨୯ଟି କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ମାଟ୍ରିକ୍‌ ସମ୍ମେଟିଭ୍-୧ ପରୀକ୍ଷା ଖାତାଦେଖା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ। ମୂଲ୍ୟାୟନ ୧୦ ଦିନ ଭିତରେ…

ମିଳିଲାନି ଆଡମିଟ୍ କାର୍ଡ: ମାଟ୍ରିକ…

ଓଏଲ୍ ବ୍ୟୁରୋ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ କିଛି ଛାତ୍ରଛାତ୍ରୀ। ଟିଟିଲାଗଡ ବ୍ଳକ ଅନ୍ତର୍ଗତ ପରାସରା ୫-ଟି ପଞ୍ଚାୟତ ହାଇସ୍କୁଲର ୪୭ ଜଣ ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଶନିବାର ଛାତ୍ରଛାତ୍ରୀ ନିଜ ଅଭିଭାବକଙ୍କ ସହ ଆସି…

ନକଲି ସାର୍ଟିଫିକେଟ ମାମଲା, ବୋର୍ଡ…

ଓଏଲ୍ ବ୍ୟୁରୋ: ନକଲି ସାର୍ଟିଫିକେଟ ବିକ୍ରି କରି ବନ୍ଧା ହେଲେ ବୋର୍ଡ କର୍ମଚାରୀ। ସୁଇପର ସୁପର ଭାଇଜର ଭ୍ରମରର ବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ। ୪୫ ହଜାର ଟଙ୍କାରେ କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି OSSTET ସାର୍ଟିଫିକେଟ ବିକ୍ରି କରିଥିବାର ସୂଚନା। ବ୍ୟକ୍ତି ଜଣକ ସାର୍ଟିଫିକେଟ ନକଲି…

ଆଜିଠୁ ମାଟ୍ରିକ୍‌ ସମ୍ମେଟିଭ୍-୧ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍‌ ସମ୍ମେଟିିଭ୍‌-୧ ପରୀକ୍ଷା। ସେଥିପାଇଁ ବୋର୍ଡ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ବିଭିନ୍ନ ନୋଡାଲ୍‌ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇ ଦିଆଯାଇଛି। ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ପରୀକ୍ଷା ଆରମ୍ଭ…

ଆଜିଠୁ ମାଟ୍ରିକ୍‌ ସମେଟିଭ୍-୧ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ଆରମ୍ଭ ଦଶମ ଶ୍ରେଣୀ ସମେଟିଭ୍‌-୧ ପରୀକ୍ଷା। ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରଥମ ୩ ଦିନ ୨ଟି ସିଟିଂ ହେବ ଥିଓରି ପରୀକ୍ଷା। ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।…

ଜିରୋ-ଏଫ କାର୍ଯ୍ୟକ୍ରମ ପ୍ରସ୍ତୁତି

କଟକ: ପ୍ରତିବର୍ଷ ମାଟ୍ରିକ୍‌ ପରୀକ୍ଷାରେ ପିଲା ଫେଲ ହୋଇଥିାନ୍ତି। ହେଲେ ଆଗକୁ ଯେପରି କେହି ଫେଲ ନହେବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ କଟକ ଜିଲ୍ଲାରେ ମିଶନ ଜିରୋ-ଏଫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ସବୁ ବ୍ଲକ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚିଠି…

ମାଟ୍ରିକ ଫଳ ପ୍ରକାଶକୁ ପୁରିଲା ମାସେ,…

କଟକ: ସରକାରୀ ସ୍କୁଲରେ କିଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀ ପଢ଼ିବେ ସେ ନେଇ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଶିକ୍ଷାବିଭାଗ ତତ୍ପରତାର ସହ କାମ କରୁଛି। କିନ୍ତୁ ବିଡ଼ମ୍ବନାର କଥା ଇତି ମଧ୍ୟରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶକୁ ମାସେ ପୂରିଲାଣି। କିନ୍ତୁ ଏଯାଏଁ ଛାତ୍ରଛାତ୍ରୀଙ୍କ…